ଡେସ୍କ: ସେଞ୍ଚୁରିଆନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଫ୍ରିଡମ୍ ଟ୍ରଫି କ୍ରିକେଟର ପ୍ରଥମ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ସମସ୍ତ ୱିକେଟ୍ ହରାଇ ୪୦୮ ରନ୍ ସ୍କୋର କରିଛି।
ମୃତ୍ୟୁଦଣ୍ଡ ବଦଳରେ ଜେଲଦଣ୍ଡ, ଆସନ୍ତୁ ଜାଣିବା କେମିତି ଥିଲା ପ୍ରକ୍ରିୟା
ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ ୨୪୫ ରନ୍ ସଂଗ୍ରହ କରିଥିଲା। କେଏଲ ରାହୁଲ ସର୍ବାଧିକ ୧୦୧ ରନ୍ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ପାଞ୍ଚଟି ୱିକେଟ୍ ନେଇଥିଲେ।



