ଆଜି ରାଜ୍ୟରେ ସୁସ୍ଥ ହେଲେ ୨୧୬୫ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୫୩୫୫୧କୁ ବୃଦ୍ଧି
ଭୁବନେଶ୍ବର: ଆଜି ରାଜ୍ୟରେ ୨୧୬୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୫୩୫୫୧କୁ ବୃଦ୍ଧି ପାଇଛି। ଆଜି ନୂଆପଡ଼ା ଜିଲାରୁ ସର୍ବାଧିକ ୪୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୨୪୧, ଖୋର୍ଦ୍ଦା ୧୯୮, ସମ୍ବଲପୁର ୧୧୪, କେନ୍ଦୁଝର ୯୮, ନବରଙ୍ଗପୁର ୯୬, ବଲାଙ୍ଗିର ୯୦, ବରଗଡ଼ ୭୯, ବାଲେଶ୍ବର ୭୮, ଝାରସୁଗୁଡ଼ା ୭୦, ପୁରୀ ୭୦, କଳାହାଣ୍ଡି ୬୫, ମୟୂରଭଞ୍ଜ ୬୦, କଟକ ୫୯, ଦେବଗଡ଼ ୫୧, ଯାଜପୁର ୫୦, ଗଞ୍ଜାମ ୪୯, ଅନୁଗୁଳ ୪୮, ଷ୍ଟେଟ୍ପୁଲ ୪୬, ଭଦ୍ରକ ୩୦, ଗଜପତି ୨୮, ରାୟଗଡ଼ା ୨୪, ଜଗତସିଂହପୁର ୨୧, ସୋନପୁର ୧୯, କେନ୍ଦ୍ରାପଡ଼ା ୧୮, ନୟାଗଡ଼ ୧୫, ବୌଦ୍ଧ, କୋରାପୁଟ ୧୦, କନ୍ଧମାଳ ୮, ଢେଙ୍କାନାଳ ୫, ମାଲକାନଗିରି ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Another 2165 Covid patients have recovered and are being discharged on 22.04.2021
410 from Nuapada
241 from Sundargarh
198 from Khordha
114 from Sambalpur
98 from Keonjhar
96 from Nabarangpur
90 from Bolangir
79 from Bargarh
78 from Baleswar
70 from Jharsuguda
70 from Puri— H & FW Dept Odisha (@HFWOdisha) April 22, 2021
65 from Kalahandi
60 from Mayurbhanj
59 from Cuttack
51 from Deogarh
50 from Jajapur
49 from Ganjam
48 from Anugul
30 from Bhadrak
28 from Gajapati
24 from Rayagada
21 from Jagatsinghpur
19 from Sonepur
18 from Kendrapara
15 from Nayagarh
10 from Boudh
10 from Koraput— H & FW Dept Odisha (@HFWOdisha) April 22, 2021
8 from Kandhamal
5 from Dhenkanal
5 from Malkangiri
46 from State PoolThe total recovered cases of Odisha now stand at 353551
— H & FW Dept Odisha (@HFWOdisha) April 22, 2021
Comments are closed.