ରାଜ୍ୟରେ ନୂଆ କରୋନା ଆକ୍ରାନ୍ତ ୧୩୮୯; ସ୍ଥାନୀୟ ଚିହ୍ନଟ ଆକ୍ରାନ୍ତ ୫୯୧
ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ୨୪ ଘଣ୍ଟାରେ ୧ହଜାର ୩୮୯ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୯୮ ଓ ସ୍ଥାନୀୟ ଅଞ୍ଚଳରୁ ୫୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୩,୨୧୪ରେ ପହଞ୍ଚିଛି। ୨,୭୭,୫୬୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪,୨୫୭ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 1st November
New Positive Cases: 1389
In Quarantine: 798
Local Contacts: 591(Details of local contacts will be shared by concerned District Administration)
District Wise Cases:
1. Angul: 69
2. Balasore: 59
3. Bargarh: 71
4. Bhadrak: 52
5. Balangir: 70— I & PR Department, Odisha (@IPR_Odisha) November 2, 2020
22. Mayurbhanj: 55
23. Nawarangpur: 24
24. Nayagarh: 22
25. Nuapada: 59
26. Puri: 58
27. Rayagada: 10
28. Sambalpur: 34
29. Sonepur: 35
30. Sundargarh: 100
31. State Pool: 31New Recoveries: 1815
Cumulative Tested: 4645192
Positive: 293214
Recovered: 277564
Active Cases: 14257— I & PR Department, Odisha (@IPR_Odisha) November 2, 2020
୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୪୨ ଓ କଟକରୁ ୧୦୧। ଅନୁଗୁଳରୁ ୬୯, ବାଲେଶ୍ୱର ୫୯. ବରଗଡ ୭୧, ଭଦ୍ରକ ୫୨, ବଲାଙ୍ଗୀର ୭୦, ବୌଦ୍ଧ ୭, ଦେଓଗଡ ୯, ଢେଙ୍କାନାଳ ୨୦, ଗଜପତି ୪, ଗଞ୍ଜାମ ୧୧, ଜଗତସିଂହପୁର ୫୩, ଯାଜପୁର ୪୬, ଝାରସୁଗୁଡା ୩୫, କଳହାଣ୍ଡି ୨୭, କନ୍ଧମାଳ ୧୮, କେନ୍ଦ୍ରାପଡା ୮୦, କେନ୍ଦୁଝର ୪୯, କୋରାପୁଟ ୧୩, ମାଲାକାନଗିରି ୨୫, ମୟୁରଭଞ୍ଜ ୫୫, ନବରଙ୍ଗପୁର ୨୪, ନୟାଗଡ ୨୨, ନୂଆପଡା ୫୯, ପୁରୀ ୫୮, ରାୟଗଡା ୧୦, ସମ୍ବଲପୁର ୩୪, ସୋନପୁର ୩୫, ସୁନ୍ଦରଗଡ ୧୦୦, ଷ୍ଟେଟ ପୁଲରୁ ୩୧ ଚିହ୍ନଟ ହୋଇଛନ୍ତି।
Comments are closed.