ପ୍ରଧାନ ବିଚାରପତିଙ୍କୁ ପୂର୍ବତନ ପ୍ରଧାନ ବିଚାରପତିଙ୍କ ଉପଦେଶ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ମାମଲା ଆବଣ୍ଟନ ବିବାଦକୁ ନେଇ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଆରଏମ୍‌ ଲୋଧା କେତେକ ଉପଦେଶ ଦେଇନ୍ତି। ଜଷ୍ଟିସ ଲୋଧା କହିଛନ୍ତି ସୁପ୍ରିମକୋର୍ଟର ମାମଲାଗୁଡିକୁ ବିଚାରପତିମାନଙ୍କ ମଧ୍ୟରେ ଆବଣ୍ଟନ କରିବା ହେଉଛି ପ୍ରଧାନ ବିଚାରପତିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏ କ୍ଷେତ୍ରରେ ପ୍ରଧାନ ବିଚାରପତି ହେଉଛନ୍ତି ମାଷ୍ଟର ଅଫ ରୋଷ୍ଟର। ତେବେ ପ୍ରଧାନ ବିଚାରପତି ଏ ଦିଗରେ ନିରପେକ୍ଷ ଓ ଅନୁଷ୍ଠାନର ହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ଦରକାର ବୋଲି ଜଷ୍ଟିସ ଲୋଧା କହିଛନ୍ତି।

Leave A Reply