www.samajalive.in
Monday, December 15, 2025
27.1 C
Bhubaneswar

ଧାମନଗର ନିର୍ବାଚନ ଫଳକୁ ନେଇ ଚୌଦ୍ୱାର ବିଜେପିର ଆନନ୍ଦ ଉତ୍ସବ

ଚୌଦ୍ୱାର: ଧାମନଗର ଉପ ନିର୍ବାଚନରେ ବିଜେପି ବାଜିମାତ୍‌‌ କରିଥିବାରୁ ଦଳର ଚୌଦ୍ୱାର ମଣ୍ଡଳ ତରଫରୁ ଆନନ୍ଦ ଉତ୍ସବ ପାଳନ କରାଯାଇଛି। ଦଳର ଚୌଦ୍ୱାର ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ବଡ଼ଜେନା, କ୍ରୀଷ୍ଣା ରାଓ, ସୁମିତ୍ରା ମହାନ୍ତି, ମମତା ବେହେରା, ମୌଷୁମୀର ନାୟକ, ସୁଷମା ବଡ଼ଜେନା, ରତିକାନ୍ତ ପାକଳଙ୍କ ସମେତ ବହୁ ସଂଖ୍ୟକ କର୍ମୀ ଗାନ୍ଧୀଛକ ନିକଟରେ ଏକତ୍ରିତ ହୋଇ ବାଣ ଫୁଟାଇ ଉତ୍ସବ ମନାଇବା ସହିତ ନିର୍ବାଚିତ ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଜୀନ୍ଦାବାଦ ଧ୍ୱନି ମାନ ଦେଇଥିଲେ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories