ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା: ୩୧ଜଣଙ୍କୁ ପଚରାଉଚୁରା, ଢାବାମାଲିକଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା

ଭୁବନେଶ୍ବର: ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ବୁର୍ଲା ଥାନାରେ ୨୧ଜଣଙ୍କୁ ମାରାଥନ ପଚରାଉଚୁରା କରାଯାଇଛି। ଏଏସପି ଢାବାମାଲିକଙ୍କ ସହ କିଛି ଭିସୁଟ ଛାତ୍ରଙ୍କୁ ପଚାରଉଚୁରା କରିଛନ୍ତି। ଘଟଣାଦିନ ଚିନ୍ମୟୀ ଓ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଉଭୟେ ଖାଇଥିବା ଢାବା ମାଲିକଙ୍କୁ ପୁଲିସ ପଚରାଉଚୁରା କରିଛି। ଢାବାମାଲିକଙ୍କଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ପୁଲିସ ସୂଚନା ଦେଇଛି।

Comments are closed.