www.samajalive.in
Friday, December 5, 2025
23.1 C
Bhubaneswar

ରାୟଗଡ଼ା

ରାୟଗଡ଼ା ସୀମାନ୍ତରେ ତନଖି ଜୋରଦାର

ରାୟଗଡ଼ା: ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ମାଓ ସଂଗଠନ ପକ୍ଷରୁ ପିଏଲଜିଏ ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲା ସୀମାନ୍ତ କେରେଡାଠାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ତରଫରୁ ଗାଡି...

ଅବିଭକ୍ତ କୋରାପୁଟ ଜିଲାରେ ବନ୍ଦ ଓ ମିଶ୍ରଣ ହୋଇଛି ୬୮୬ ସ୍କୁଲ

ରାୟଗଡ଼ା: ଅଭିଭକ୍ତ କୋରାପୁଟ ଜିଲାରେ ୬୮୬ ସରକାରୀ ସ୍କୁଲ ବନ୍ଦ ଓ ମିଶ୍ରଣ ହୋଇଛି। ଆଦିବାସୀ ବହୁଳ କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ଓଡ଼ିଶା ସରକାର ଗତ ପାଞ୍ଚ ବର୍ଷ...

ନିର୍ମାଣ ପରଠୁ ଅଚଳ ୨ କୋଟିର ଅମ୍ଳଜାନ କାରଖାନା

ଗୁଣପୁର: ନିର୍ମାଣ ପରଠାରୁ ଅଚଳ ରହିଛି ରୋଗୀଙ୍କ ନିମନ୍ତେ ଉଦିଷ୍ଟ ଅମ୍ଲଜାନ କାରଖାନା। ଗୁରୁତର ରୋଗୀଙ୍କୁ ଅମ୍ଳଜାନ ଯୋଗାଇବା ଲକ୍ଷ୍ୟରେ ଗୁଣପୁର ଉପଖଣ୍ଡ ଡାକ୍ତରଖାନା ପରିସରରେ...

କଲ୍ୟାଣସିଂହପୁରରେ ୨୮ ଟିକିଆ ହାତୀପଲ, ଲୋକେ ଭୟଭୀତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜରେ ୨୮ ଟିକିଆ ହାତୀପଲ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ହାତୀପଲଙ୍କୁ ଦେଖି ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ସିଙ୍ଗାରି...

ଶୁଣିଲାନି ପ୍ରଶାସନ, କାଠପୋଲ ତିଆରି କଲେ ଗ୍ରାମବାସୀ

କଲ୍ୟାଣସିଂହପୁର: ବାରମ୍ବାର ଦାବି ସତ୍ତ୍ବେ ଶୁଣିଲାନି ପ୍ରଶାସନ ଏଣୁ ଅସ୍ଥାୟୀ କାଠପୋଲ ତିଆରି କଲେ ଗ୍ରାମବାସୀ। ଏହି ଘଟଣା ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରୀ...

ଚାନ୍ଦା ଆଦାୟ କରି ନାଗାବଳୀରେ କାଠପୋଲ ନିର୍ମାଣ କଲେ ଗ୍ରାମବାସୀ

କଲ୍ୟାଣସିଂହପୁର: ଜୀବନକୁ ବାଜି ଲଗାଇ ନିତି ଜୀବନ ଜୀବିକା ସହ ସଂଘର୍ଷ କରିବାକୁ ପଡୁଛି ଗ୍ରାମବାସୀଙ୍କୁ। ଖାଲି ସେତିକି ନୁହେଁ, ପିଲାଙ୍କୁ ପଢ଼ିବା ପାଇଁ ଭରା...

ନୂତନ ସବ୍-ରେଜିଷ୍ଟ୍ରାର ଘୋଷଣା : ରାୟଗଡ଼ାରେ ଅସନ୍ତୋଷ

ରାୟଗଡ଼ା :  ରାଜ୍ୟରେ ସାଧାରଣ ଲୋକେ ଜମିଜମା ବାବଦରେ ଅସୁବିଧା ସମ୍ମୁଖିନ ନହେବାକୁ ୧୩ଟି ଜିଲ୍ଲାର ୪୪ଟି ତହସିଲ କାର୍ଯ୍ୟାଳୟରେ ସବ୍-ରେଜିଷ୍ଟ୍ରାର୍ ଅଫିସ ଖୋଲିବା ସହ ତହସିଲଦାର...

ପ୍ରଶାସନ ଶୁଣିଲାନି: ଗାଁ ରାସ୍ତା ମରାମତି କଲେ କୁରୁକୁଟି ଗ୍ରାମବାସୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସେରିଗୁମ୍ମା  ପଞ୍ଚାୟତର କୁରୁକୁଟି ଗ୍ରାମ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଦୀର୍ଘ ଦିନ...