www.samajalive.in
Friday, December 5, 2025
20.1 C
Bhubaneswar

ବାଲେଶ୍ଵର

ମତ୍ସ୍ୟଜୀବୀଙ୍କ ଜାଲରେ ବିଶାଳ ସାର୍କ, ଦେଖିବାକୁ ପ୍ରବଳ ଗହଳି

ଜଳେଶ୍ବର: ଜାଲରେ ପଡିଲା ୫୦ କ୍ବିଣ୍ଟାଲରୁ ଅଧିକ ଓଜନର ମାଛ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମି ନିକଟରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିଶାଳ ସାର୍କ ମାଛ ପଡିଥିବା ଦେଖିବାକୁ...

ଛାତ୍ର ଗୋଡ଼ରେ ବେଡ଼ି ପକାଇଲେ ପ୍ରଧାନ ଶିକ୍ଷକ! ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି । ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶରେ ଜଣେ କର୍ମଚାରୀ ୪ର୍ଥ ଶ୍ରେଣୀ ଛାତ୍ରଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା...

୬୩ଟି ପଥର ଖାଦାନରେ ୧୬୩ ଧାରା ଲାଗୁ

ବାଲେଶ୍ଵର: ବାଲେଶ୍ଵର ଜିଲା ସୋର ଅଞ୍ଚଳରେ ଥିବା ଖଞ୍ଜାମାହଳର ପଥର ଖାଦାନରେ ଜିଲାପ୍ରଶାସନ ତରଫରୁ ୧୬୩ ଧାରା ଲାଗୁ କରାଯାଇଛି । ବିଭିନ୍ନ ସମୟରେ...

ବେଆଇନ ବାଲି ପଥର ଟ୍ରକ ଜବତ

ସୋର: ବାଲେଶ୍ୱର ଜିଲ୍ଲା ସୋର ତହସିଲ, ଖଣି ବିଭାଗ ଓ ପୁଲିସ ଫୋର୍ସ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି । ରାତି ତମାମ ଏହି ଚଢାଉ...

ସେଜଲ ଘଟଣାରେ ନୂଆମୋଡ଼: କୋଟିଏ ଟଙ୍କା ଦାବି କରିଥିଲା ପୁରୁଷ ବନ୍ଧୁ

ବାଲେଶ୍ବର: ସରକାରଙ୍କ ସହଯୋଗରେ ଆମେରିକାରୁ ଫେରି ବାଲେଶ୍ବର ଜିଲା ନାରୀ ସଂଘ ଗୃହରେ ରହିଥିବା ଓଡ଼ିଆ ଯୁବତୀ ପୂଜା ଓରଫ ସେଜଲ ଜନଙ୍କୁ ଦେଖା କରିବାକୁ...

ସେଜଲଙ୍କ ପ୍ରେମିକଙ୍କୁ ଉଠାଇ ନେଲା ପୁଲିସ

ସମାଜ ଲାଇଭ ଡ଼େସ୍କ : ପ୍ରେମ ପାଇଁ ଆମେରିକାରୁ ଆସିଥିବା ସେଜଲଙ୍କ ପ୍ରେମିକକୁ ଉଠାଇ ନେଲା ପୁଲିସ । ସେଜଲଙ୍କ ପ୍ରେମିକ ଅମର  ଦାସକୁ  ଉଠାଇ...

ଭତ୍ତା ଟଙ୍କା ଆତ୍ମସାତ୍‌ ଘଟଣା: ଭୁଲ ମାଗି ଟଙ୍କା ଫେରାଇଲେ ପିଇଓ

ବାଲିଆପାଳ: ବାଲେଶ୍ବର ଜିଲା, ବାଲିଆପାଳ ବ୍ଲକ କୁଣ୍ଡୁଳି ପଞ୍ଚାୟତରେ ଜାଲ ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ଆତ୍ମସାତ କରିଆସୁଥିବା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ପିଇଓ)ଙ୍କ...

ମଦ ଦୋକାନ ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟ୍‌

ବାଲେଶ୍ୱରର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଷ୍ଟେସନ ରୋଡ଼ରେ ଥିବା ଏକ ମଦ ଦୋକାନ ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମ୍ୟାନେଜର...