ରାଜ୍ୟରେ ବଢିଲା ବସ ଭଡା

0

ଭୁବନେଶ୍ୱର:  ବୁଧବାରରେ ରାଜ୍ୟରେ ବସ ଭଡା ବ଼ୃଦ୍ଧି ହୋଇଛି । ଏବେ ଡିଜେଲ ଦର ୭୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ବସ ଭଡା ବୃଦ୍ଧି କରାଯାଇଥିବା ରାଜ୍ୟ ବସ ମାଲିକ ସଂଘ ମୁଖପାତ୍ର ଦେବାଶୀଷ ନାୟକ ସୂଚନା ଦେଇଛନ୍ତି । ସାଧାରଣ ଓ ଏକ୍ସପ୍ରେସ ବସ୍‌ରେ ଏକ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ରେ ୨ ପଇସା ବୃଦ୍ଧି କରାଯାଇଛି ।

ଜାନୁଆରୀ ୩୦ ତାରିଖରେ  ରାଜ୍ୟରେ ବସ ଭଡା ବୃଦ୍ଧି କରାଯାଇଥିଲା ।

Leave A Reply