www.samajalive.in
Tuesday, December 9, 2025
26.1 C
Bhubaneswar

୪୦୦ରୁ ବି କମ୍‌ ୧୫୦ ଦିନିଆ ରିଚାର୍ଜ ପ୍ଲାନ୍‌ ; ଡାଟା ସହ ମିଳିବ ଏସବୁ ସୁବିଧା

ନୂଆଦିଲ୍ଲୀ : ବିଏସ୍‌ଏନ୍‌ଏଲ୍‌ ନିଜ ଗ୍ରାହକଙ୍କ ପାଇଁ ଶସ୍ତା ଦାମ୍‌ରେ ଅନେକ ସମୟରେ ରିଚାର୍ଜ ପ୍ଲାନ୍‌ ଆଣିଥାଏ । ବିଏସ୍‌ଏନ୍‌ଏଲ୍‌ର ଅନେକ ରିଚାର୍ଜ ପ୍ଲାନ୍‌ ମଧ୍ୟରୁ ଏଭଳି ଏକ ପ୍ଲାନ୍‌ ରହିଛି, ଯାହାର ଦାମ୍‌ ୪୦୦ ଟଙ୍କାରୁ କମ୍‌ ।
ଏହି ପ୍ଲାନ୍‌ ଖାସ୍‌ ହେବାର କାରଣ ଏହା ୧୫୦ ଦିନ ସମୟସୀମା ସହ ଆସିଥାଏ । ଏଥିରେ ଉପଭୋକ୍ତାଙ୍କୁ ଡାଟା ମଧ୍ୟ ମିଳିବ ।

ବିଏସ୍‌ଏନ୍‌ଏଲ୍‌ ଏହି ପ୍ଲାନ୍‌ର ଦାମ୍‌ ୩୯୭ ଟଙ୍କା । ଏଥିରେ ଉପଭୋକ୍ତାଙ୍କୁ ୧୫୦ ଦିନର ସମୟସୀମା ମିଳିଥାଏ । ଏଥିରେ ଅସୀମିତ କଲ୍‌, ଏସଏମଏସ ସୁବିଧା ମଧ୍ୟ ମିଳିବ ।

- Advertisement -

ବିଏସ୍‌ଏନ୍‌ଏଲ୍‌ ୧୫୦ ଦିନ ପାଇଁ ଥିବା ଏହି ରିଚାର୍ଜ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ପ୍ରଥମେ ୩୦ ଦିନ ପାଇଁ ହିଁ ଅସୀମିତ ଲୋକାଲ୍‌ ଓ ଏସଟିଡି କଲ୍‌ ସହ ଦୈନିକ ୧୦୦ ଏସଏମଏସ ଓ ୩୦ ଦିନ ପାଇଁ ଦୈନିକ ୨ ଜିବି ଡାଟା ମିଳିବ । ଇଣ୍ଟରନେଟ୍‌ର ଦୈନିକ କୋଟା ସମାପ୍ତ ହେବା ପରେ ଉପଭୋକ୍ତାଙ୍କୁ ୪୦ କେବିପିଏସର ସ୍ପିଡ୍‌ ମିଳିବ ।
୧୫୦ ଟଙ୍କିଆ ରିଚାର୍ଜ ପ୍ଲାନ୍‌ରେ କେବଳ ୩୦ ଦିନ ପାଇଁ ହିଁ ଏସଏମଏସ ଓ ଡାଟା ସେବା ମିଳିବ । ମାତ୍ର ସିମ୍‌ ୧୫୦ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବ ।

ବର୍ଷେ ପରେ ସୂର୍ଯ୍ୟଙ୍କ ମହାଚଳନ ; ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ଚାକିରି, ବିବାହ, ବଢିବ ଦରମା..

ଦେଖନ୍ତୁ ଭିଡିଓ ; ଝଗଡା କଲେ ସ୍ୱାମୀ, ଛାତରୁ ଠେଲି ଦେଲେ ସ୍ତ୍ରୀ

ଦେଖନ୍ତୁ ଭିଡିଓ ; ଅଜଗର ସହ ନେଉଥିଲେ ସେଲଫି, ଆଉ ତା’ପରେ..

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories