ଦେଖନ୍ତୁ ଭିଡିଓ ; ଝଗଡା କଲେ ସ୍ୱାମୀ, ଛାତରୁ ଠେଲି ଦେଲେ ସ୍ତ୍ରୀ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା କିଛି ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ। ନିକଟରେ ଭାଇରାଲ୍ ହେଉଥିବା ଏକ ଭିଡିଓ ଦେଖି ଲୋକେ କାବା ହୋଇଛନ୍ତି ।
ଭିଡିଓରେ ଦେଖାଯାଉଛି, ଜଣେ ଦମ୍ପତିଙ୍କ ମଧ୍ୟରେ ଛାତ ଉପରେ କୌଣସି କଥାକୁ ନେଇ ଯୁକ୍ତି-ତର୍କ ହେଉଛି । ବ୍ୟକ୍ତି ଜଣକ ବିନା କୌଣସି କାରଣରେ ନିଜ ସ୍ତ୍ରୀ ସହ ଝଗଡା କରୁଥିଲେ ବୋଲି କୁହାଯାଉଛି । ଝଗଡା ଧିରେ ଧିରେ ବଢିବା ପରେ ରାଗରେ ମହିଳା ଜଣକ ନିଜ ସ୍ୱାମୀକୁ ଛାତ ଉପରୁ ତଳକୁ ଧକ୍କା ଦେଇଥିଲେ।
Me and who?🥰 pic.twitter.com/q1FXBBOSVO
— rareindianclips (@rareindianclips) April 10, 2025
ଏହି ସମସ୍ତ ଦୃଶ୍ୟକୁ ସେଠାରେ କେହି କଏଦ କରିବା ପରେ ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି କି ନାହିଁ ତାହାର କୌଣସି ସ୍ପଷ୍ଟତା ମିଳି ନାହିଁ । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।
Comments are closed.