ବର୍ଷେ ପରେ ସୂର୍ଯ୍ୟଙ୍କ ମହାଚଳନ ; ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ଚାକିରି, ବିବାହ, ବଢିବ ଦରମା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୋମବାର ୧୪ ଏପ୍ରିଲ, ୨୦୨୫ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ । ଏହି ଦିନ ମେଷ ସଂକ୍ରାନ୍ତି । ଅର୍ଥାତ୍‌ ସୂର୍ଯ୍ୟଦେବତା ମେଷ ରାଶିରେ ପ୍ରବେଶ କରିଛନ୍ତି । ଏହାସହ ସୂର୍ଯ୍ୟ ଦେବ ନିଜର ନକ୍ଷତ୍ର ମଧ୍ୟ ପରିବର୍ତ୍ତନ କରିବେ । ସୂର୍ଯ୍ୟଙ୍କ ଏହି ଚଳନକୁ ମହାଚଳନ ବୋଲି କୁହାଯାଏ । ବର୍ଷକୁ ଥରେ ଏପରି ହୋଇଥାଏ । ସୂର୍ଯ୍ୟଙ୍କ ମହାଚଳନ ଅର୍ଥାତ୍‌ ଏକାଠି ରାଶି ଓ ନକ୍ଷତ୍ର ପରିବର୍ତ୍ତନ ପ୍ରତ୍ୟେକ ବର୍ଷ ହୋଇଥାଏ । … Continue reading ବର୍ଷେ ପରେ ସୂର୍ଯ୍ୟଙ୍କ ମହାଚଳନ ; ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ଚାକିରି, ବିବାହ, ବଢିବ ଦରମା..