ଦେଖନ୍ତୁ ଭିଡିଓ ; ଅଜଗର ସହ ନେଉଥିଲେ ସେଲଫି, ଆଉ ତା’ପରେ..
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ୍ ହୋଇଥାଏ । ଯାହା ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରିଥାଏ। ନିକଟରେ ଏକ ବିଶାଳକାୟ ଅଜଗର ସାପ ଓ ଯୁବକଙ୍କ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି। ଭିଡିଓଟିକୁ ଦେଖିଲେ ଭୟଭୀତ ମଧ୍ୟ ଲାଗିବ। ଭିଡିଓରେ ଦେଖିପାରିବେ, ଗାଁରେ ଲୋକେ ଏକ ବିଶାଳକାୟ ଅଜଗରକୁ କିଛି ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଲୋକେ ଅଜଗର ସାପକୁ ଧରିଛନ୍ତି … Continue reading ଦେଖନ୍ତୁ ଭିଡିଓ ; ଅଜଗର ସହ ନେଉଥିଲେ ସେଲଫି, ଆଉ ତା’ପରେ..
Copy and paste this URL into your WordPress site to embed
Copy and paste this code into your site to embed