ଦେଖନ୍ତୁ ଭିଡିଓ ; ଝଗଡା କଲେ ସ୍ୱାମୀ, ଛାତରୁ ଠେଲି ଦେଲେ ସ୍ତ୍ରୀ
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା କିଛି ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ। ନିକଟରେ ଭାଇରାଲ୍ ହେଉଥିବା ଏକ ଭିଡିଓ ଦେଖି ଲୋକେ କାବା ହୋଇଛନ୍ତି । ଭିଡିଓରେ ଦେଖାଯାଉଛି, ଜଣେ ଦମ୍ପତିଙ୍କ ମଧ୍ୟରେ ଛାତ ଉପରେ କୌଣସି କଥାକୁ ନେଇ ଯୁକ୍ତି-ତର୍କ ହେଉଛି । ବ୍ୟକ୍ତି ଜଣକ ବିନା କୌଣସି କାରଣରେ ନିଜ ସ୍ତ୍ରୀ ସହ ଝଗଡା କରୁଥିଲେ ବୋଲି କୁହାଯାଉଛି । ଝଗଡା ଧିରେ ଧିରେ ବଢିବା ପରେ ରାଗରେ ମହିଳା … Continue reading ଦେଖନ୍ତୁ ଭିଡିଓ ; ଝଗଡା କଲେ ସ୍ୱାମୀ, ଛାତରୁ ଠେଲି ଦେଲେ ସ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed