www.samajalive.in
Monday, December 15, 2025
14.1 C
Bhubaneswar

ମାତ୍ର ୫ଟଙ୍କାରେ.. ବିଏସଏନଏଲ ଆଣିଲା ଜବରଦସ୍ତ ପ୍ଲାନ୍‌, ମିଳିବ ଅସୀମିତ କଲିଙ୍ଗ୍‌,ଡାଟା..

ନୂଆଦିଲ୍ଲୀ : ବିଏସଏନଏଲ ନିକଟରେ ଏକ ନୂଆ ପ୍ରିପେଡ୍‌ ପ୍ଲାନ୍‌ ବଜାରକୁ ଆଣିଛି। ଏଥିରେ ୩୪୫ ଟଙ୍କା ପ୍ଲାନ୍‌ ରହିଛି । ବ୍ୟବହାରକାରୀଙ୍କୁ ଏହା ୬୦ ଦିନ ସମୟସୀମା ପର୍ଯ୍ୟନ୍ତ ମିଳିବ। ବିଏସଏନଏଲ ୩୪୫ ପ୍ରିପେଡ୍‌ ପ୍ଲାନ୍‌ରେ ୧ ଜିିବି ଡାଟା ସହ ଆସୁଛି । ଏଥିରେ ଅସୀମିତ ଭଏସ୍‌ କଲିଙ୍ଗ୍‌, ଦୈନିକ ୧୦୦ ଏସଏମଏସ ମିଳିଥାଏ । ୬୦ ଦିନ ସମୟ ସୀମା ପର୍ଯ୍ୟନ୍ତ ଏହି ପ୍ଲାନ୍‌ ମିଳିଥାଏ । ଡାଟା ଶେଷ ହେବା ପରେ ମଧ୍ୟ ଇଣ୍ଟରନେଟ୍‌ ଅଟକିବ ନାହିଁ । ମାତ୍ର ସ୍ପିଡ୍‌ କମ୍‌ ହୋଇ ୪୦ କେବିପିଏସ ହୋଇଯିବ।

ଆଉ ମାତ୍ର ୫ ଦିନ ପରେ ଶନି କରିବେ ନକ୍ଷତ୍ର ପରିବର୍ତ୍ତନ, ଏହି ରାଶି ହେବେ ଭାଗ୍ୟଶାଳୀ..

- Advertisement -

ବିଏସଏନଏଲ ପ୍ଲାନ୍‌କୁ ଅନେକ ଆକର୍ଷଣୀୟ ଅଫର୍‌ ଦିଆଯାଉଥିବା ଶସ୍ତା ପ୍ଲାନ୍‌ ବୋଲି ମଧ୍ୟ କୁହାଯାଉଛି । ଦୈନିକ ଏହି ପ୍ଲାନ୍‌ ୫.୭୫ ଟଙ୍କା ହିସାବରେ ମିଳିଥାଏ । ଯଦି କୌଣସି ବ୍ୟବହାରକାରୀ ୧ ଜିବି ଦୈନିକ ଡାଟା ମିଳୁଥିବା ପ୍ଲାନ୍‌ ବ୍ୟବହାର ପାଇଁ ଇଚ୍ଛା କରନ୍ତି, ଏହା ତାଙ୍କ ପାଇଁ ଏକ ଉତ୍ତମ ବିକଳ୍ପ । ଏହି ପ୍ଲାନ୍‌ ପୂର୍ବରୁ ଜିଓ, ଏୟାରଟେଲ୍‌ କିମ୍ବା ଭୋଡାଫୋନ୍‌ ଆଇଡିଆ ପକ୍ଷରୁ ମିଳି ନାହିଁ । ବିଏସଏନଏଲ ବର୍ତ୍ତମାନ ସୁଲଭ ସେବା ଯୋଗାଇବାକୁ ଚିନ୍ତା କରୁଛି। ହାଇ ସ୍ପିଡ୍ ନେଟୱର୍କ ସେବା ପାଇଁ  ମଧ୍ୟ କାମ ଜାରି ରଖିଛି।

ଅକ୍ଟୋବର ୧ରୁ ବଦଳିବ ସିମ୍‌ କାର୍ଡର ନିୟମ ; ଜିଓ, ଏୟାରଟେଲ୍‌, ଭୋଡାଫୋନ୍‌, ବିଏସଏନଏଲ ବ୍ୟବହାରକାରୀ ଦିଅନ୍ତୁ ଧ୍ୟାନ..

ମାଛ ନା କୁମ୍ଭୀର; ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଏହି ବିଶାଳକାୟ ଜୀବ, ହୋସ୍‌ ଉଡାଇବ ଭିଡିଓ..

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories