ମାଛ ନା କୁମ୍ଭୀର; ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଏହି ବିଶାଳକାୟ ଜୀବ, ହୋସ୍‌ ଉଡାଇବ ଭିଡିଓ..

ନୂଆଦିଲ୍ଲୀ : କାନାଡାରେ ମତ୍ସ୍ୟଜୀବୀମାନେ ପାଣି ଭିତରେ ଧିରେ ଧିରେ ଯାଉଥିବା ଏକ ବିଶାଳକାୟ କୁମ୍ଭୀର ଭଳି ଏକ ମାଛ ଧରିଛନ୍ତି । ମତ୍ସ୍ୟଜୀବୀମାନେ ଏହି ବିଶାଳକାୟ ମାଛକୁ ଦେଖି ସ୍ତବ୍ଧ ହେବା ସହ ଭୟଭୀତ ହୋଇ ଯାଇଥିଲେ । ବିଶାଳକାୟ ମାଛର ଆକାର କୁମ୍ଭୀର ଭଳି ଥିଲା। Giant Sturgeon fish in Canada pic.twitter.com/ns8Dv6sscH — Nature is Amazing ☘️ (@AMAZlNGNATURE) September 25, 2024 ଭିଡିଓକୁ ଥରେ ନୁହେଁ ସୋସିଆଲ ମିଡିଆ … Continue reading ମାଛ ନା କୁମ୍ଭୀର; ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଏହି ବିଶାଳକାୟ ଜୀବ, ହୋସ୍‌ ଉଡାଇବ ଭିଡିଓ..