ଅକ୍ଟୋବର ୧ରୁ ବଦଳିବ ସିମ୍‌ କାର୍ଡର ନିୟମ ; ଜିଓ, ଏୟାରଟେଲ୍‌, ଭୋଡାଫୋନ୍‌, ବିଏସଏନଏଲ ବ୍ୟବହାରକାରୀ ଦିଅନ୍ତୁ ଧ୍ୟାନ..

ନୂଆଦିଲ୍ଲୀ : ସିମ୍‌ କାର୍ଡର ବ୍ୟବହାର କରୁଥିଲେ, ଏହାସହ ଜଡିତ କିଛି ନିୟମ ଜାଣି ରଖନ୍ତୁ । ଟ୍ରାଇ ପକ୍ଷରୁ ଅନେକ ସମୟରେ ନିୟମରେ ପରିବର୍ତ୍ତନ କରାଯାଏ । ବର୍ତ୍ତମାନ ଟ୍ରାଇ ପକ୍ଷରୁ ଆଉ ଏକ ନିୟମ ବଦଳିଛି । ଏହି ନିୟମ ଲାଗୁ ହେବା ପରେ ଉପଭୋକ୍ତା ସହଜରେ ଜାଣି ପାରିବେ, ସେମାନଙ୍କ ଅଞ୍ଚଳରେ କେଉଁ କେଉଁ ନେଟୱର୍କ ଉପଲବ୍ଧ। କାରଣ ଏବେ ଟ୍ରାଇ ଜିଓ, ଏୟାରଟେଲ୍‌, ଭୋଡାଫୋନ୍‌, ବିଏସଏନଏଲକୁ ଏହାସହ ଜଡିତ ନୂଆ ନିୟମକୁ … Continue reading ଅକ୍ଟୋବର ୧ରୁ ବଦଳିବ ସିମ୍‌ କାର୍ଡର ନିୟମ ; ଜିଓ, ଏୟାରଟେଲ୍‌, ଭୋଡାଫୋନ୍‌, ବିଏସଏନଏଲ ବ୍ୟବହାରକାରୀ ଦିଅନ୍ତୁ ଧ୍ୟାନ..