କୁସ୍ତିଯୋଦ୍ଧା ବ୍ରିଜ୍ଭୂଷଣ ସିଂ ପ୍ରସଙ୍ଗ : ‘ପୋକସୋ’ ମାମଲାକୁ ଖାରଜ ପାଇଁ ରିପୋର୍ଟ ଦାଖଲ
ନୂଆଦିଲ୍ଲୀ: ନାବାଳିକା ଯୌନ ଉତ୍ପୀଡ଼ନ ମାମଲାର କୌଣସି ବଳିଷ୍ଠ ପ୍ରମାଣ ନାହିଁ। ଏହି ମାମଲା ଖାରଜ କରିବା ପାଇଁ ୫୦୦ ପୃଷ୍ଠାବିଶିଷ୍ଟ ଏହି ରିପୋର୍ଟ ଦାଖଲ କରାଯାଇଛି। ‘ଡବ୍ଲୁଏଫ୍ଆଇ’ ମୁଖ୍ୟ ବ୍ରିଜ୍ଭୂଷଣ ଶରଣ ସିଂହଙ୍କ ନାଁରେ ଲାଗୁ ହୋଇଥିବା ‘ପୋକ୍ସୋ’ ମାମଲାକୁ ଖାରଜ କରିବା ଲାଗି ଆଜି ଦିଲ୍ଲୀ ପୁଲିସ ରିପୋର୍ଟ ଦାଖଲ କରିଛି। ଜୁଲାଇ ୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଶାଣି କରାଯିବା ଲାଗି ଦିନ ଧାର୍ଯ୍ୟ କରାଯାଇଛି।
Comments are closed.