ବଲାଙ୍ଗୀର : ବଲାଙ୍ଗୀର ଦେଓଗାଁ ରେଲଓ୍ବେ ଷ୍ଟେସନ ନିକଟ ରେଳ ଧାରଣା ନିକଟରେ ଅଘଟଣ। ରେଳ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ରେଳଧାରଣା ନିକଟରେ ଥିବା ଧାନ ବିଲରେ ରକ୍ତ ପଡିଥିବା ଦେଖିବାକୁ ମିଳିଛି। ତେଣୁ ହତ୍ୟା ସନ୍ଦେହ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନଥିବାବେଳେ ଜିଆରପି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Popular Categories



