Patra electronics
Browsing Tag

bolangir incident

କାନ୍ଥ ପଡ଼ି ବୃଦ୍ଧା ମୃତ : ୭ ମାସର ଶିଶୁ ସହ ୨ ଗୁରୁତର

ବଲାଙ୍ଗିର : ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ଅର୍ନ୍ତଗତ ସହରାପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଘର କାନ୍ଥ ପଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତକ ଲାଲଚନ ଦୀପଙ୍କ ପତ୍ନୀ ସୁରୁବାଳି ଦୀପ ବୋଲି ଜଣାପଡିଛି। …
Read More...

ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ

ବଲାଙ୍ଗୀର: ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଆଜି ସକାଳୁ ସଦର ଥାନା ମାଧିଆପାଲିଠାରେ ଦୁଇ ଜଣ ବାଇକ୍ ଆରୋହୀ ଯାଉଥିଲେ। ଦ୍ରୁତ ଗତିରେ ବିପରୀତ ଦିଗରୁ ଆସୁଥିବା ଏକ…
Read More...

୩ ଯୁବତୀଙ୍କୁ କାର୍ ଧକ୍କାଦେବା ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ୧୨ ଘଣ୍ଟିଆ ନୁନହାଡ ବନ୍ଦ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପାହାଡ ଥାନା ନୁନହାଡ ଗାଁର ହିଟ୍ ଆଣ୍ଡ ରନ୍ ଘଟଣାର ତାତି ଥମିବାର ନାଁ ନେଉନି। ଘଟଣାକୁ ନେଇ ଆଜି ୧୨ ଘଣ୍ଟିଆ ନୁନହାଡ ବନ୍ଦ ପାଳନ କରୁଛନ୍ତି ଗ୍ରାମବାସୀ। ଅଭିଯୁକ୍ତ ବିରୋଧରେ କଡା…
Read More...

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

ବଲାଙ୍ଗିର : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ମାଲଗୋଦାମପଡ଼ାରେ ଗୋଷ୍ଠୀ ସଂଘର୍ଷ । ଜେଲ୍‌ ଫେରନ୍ତାଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ମାଲଗୋଦାମପଡ଼ାର ସୁରେନ୍ଦ୍ର ହରିପାଲଙ୍କ…
Read More...

ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ବଲାଙ୍ଗୀର: ୧୦୮ ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକ ମୃତ। ସମ୍ବଲପୁର ରାସ୍ତାର ଏନଏଚ୍ ୨୬ ଫାସଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି। କ୍ଷତିପୂରଣ…
Read More...

ହାଇଓ୍ବାକୁ ପିଟିଲା ଘରୋଇ ବସ୍: ୨୦ ଯାତ୍ରୀ ଆହତ

ବଲାଙ୍ଗୀର: ରାସ୍ତାରେ ଛିଡା ହୋଇଥିବା ହାଇଓ୍ବାକୁ ପିଟିଲା ଘରୋଇ ବସ୍। ଏଥିରେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆଜି ସକାଳୁ ବଲାଙ୍ଗୀର ସୋନପୁର ଏନଏଚ୍ ୫୭ ନମ୍ବର ଜାତୀୟ ରାଜପଥର ଗଇଁତଳା ନିକଟରେ ଏହି ଦୁର୍ଘଟଣା ଘଟିଛି।…
Read More...