www.samajalive.in
Saturday, December 6, 2025
15.1 C
Bhubaneswar

ବିଜୁ ଯୁବ ବାହିନୀଙ୍କୁ କ୍ରୀଡା ଉପକରଣ ବଣ୍ଟନ

ମାଲକାନଗିରି : ମାଲକାନଗିରି ଜିଲା କାଲିମେଳା ବ୍ଲକ୍ର ୨୩ ଟି ଗ୍ରାମ ପଞ୍ଚାୟତର ବିଜୁ ଯୁବ ବାହିନୀଙ୍କୁ କ୍ରୀଡା ଉପକରଣ ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ,ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମୀ ଯୋଗ ଦେଇ କ୍ରୀଡା ଉପକରଣ ବଣ୍ଟନ କରିଛନ୍ତି । ଏହି ସମାରୋହକୁ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳେଇ ଆୟୋଜନ କରିଥିଲେ ଓ ଏହି ସମାରୋହରେ ସମସ୍ତ ଗ୍ରାମ ପଞ୍ଚାୟତର ବିଜୁଯୁବ ବାହିନୀର ସଭ୍ୟ, ସଭ୍ୟା ଉପସ୍ଥିତ ଥିବା ସହ ବିଜେଡ଼ି ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା ,ବିଜେଡି ସାଧାରଣ ସମ୍ପାଦକ ପ୍ରୀତପଲ ସିଂ ,ମା ଘର ଅଧ୍ୟକ୍ଷା ପ୍ରଶାନ୍ତି ଲତା ବିଶୋଇ ,ଏସି ସେଲ୍ ଅଧ୍ୟକ୍ଷ ବିକାଶ ମଣ୍ଡଳ ,ଯୁବ ସଂଗଠକ ଅଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories