ଡେସ୍କ: ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଡ୍ୟାନ୍ସ ବାର୍। ଏଥିରେ ମଦ୍ୟପାନ ସହ ନୃତ୍ୟ ମଧ୍ୟ ଚାଲିପାରିବ।ଭୁବନେଶ୍ୱରରେ ୧୪ଟି ଡ୍ୟାନ୍ସ ବାରକୁ ଅବକାରୀ ବିଭାଗ ଅନୁମତି ଦେଇଛି। ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ହେଲା ଡ୍ୟାନସ ବାର୍ ଉପରେ କଟକଣା ଲାଗୁ ହୋଇଥିଲା। ଏବେ ସେହି କଟକଣାକୁ କୋହଳ କରାଯାଇଛି। କମିଶନରେଟ୍ ପୁଲିସର ନିର୍ଦ୍ଦେଶାବଳୀ ଅନୁଯାୟୀ ଡ୍ୟାନ୍ସ ବାରଗୁଡ଼ିକ ଚାଲିବ ବୋଲି ଜଣାପଡିଛି।
Popular Categories



