ବଜ୍ରପାତରେ ୧୯ ଗୋରୁ ମୃତ

ଭଞ୍ଜନଗର: ଭଞ୍ଜନଗର ଅଞ୍ଚଳରେ ବଜ୍ରପାତରେ ୧୯ ଗୋରୁ ମୃତ୍ୟୁ ହୋଇଛି। ବଡ଼ାଙ୍ଗୀ ନିକଟ ତୋଟାରେ ଗୋରୁ ଚରୁଥିବାବେଳେ ବଜ୍ରପାତ ହୋଇଥିଲା। ଏହିବଜ୍ରପାତରେ ୧୯ ଗୋରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.