ବେଗୁନିଆ: ସୁନେତ୍ର ଯୋଜନାରେ ବେଗୁନିଆ ବ୍ଲକର ଦୁଇଟି ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଶିବିରରେ ଦୁଇଟି କ୍ଲଷ୍ଟରର ୧୬୦ଜଣ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ରାଉତପଡା ଉଚ୍ଚ ବିଦ୍ୟାଳୟରେ ୨୦୦ଜଣ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଛି।
Popular Categories



