ଭୁବନେଶ୍ବର : ରାଜଧାନୀର ଭିଏସସନଗର ଅଞ୍ଚଳର କୋରନା ଯୋଦ୍ଧାମାନଙ୍କୁ ଟିମ୍ ପ୍ରକାଶ ତ୍ରିପାଠୀଙ୍କ ତରଫରୁ ସମ୍ମାନୀତ କରାଯାଇଛି । ଏହି କରୋନା ଯୁଦ୍ଧରେ ସାମିଲ ଥିବା ଭିଏସସନଗର ବିଏମସି ହସ୍ପିଟାଲର ସମସ୍ତ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଓ କର୍ମଚାରୀମାନଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ ସହିତ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୌମ୍ୟ ରଞ୍ଜନ ପ୍ରଧାନ, ଦୀପକ ନାୟକ, ଗଡେଶ୍ୱର ହାଟ ସମ୍ପାଦକ ମନୋରଞ୍ଜନ ସାହୁ, ତ୍ରିନାଥ ବସ୍ତି ସଭାପତି ନରେନ୍ଦ୍ର ବିଶ୍ଵାଳ, ଅକ୍ଷୟ ସ୍ବାଇଁ, କମଳାକାନ୍ତ ରାଉତରାୟ,ସର୍ବଜୀଟ ସାହୁ, ସୁଶାନ୍ତ ମୁଦୁଲି, ବିନୋଦ ସାହୁ, ମହିଳା ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର, ଇସା ମହାନ୍ତି, ସ୍ମିତା ସିଂ, ସୁଚିତ୍ରା ବେହେରା, ସ୍ନେହଲତା ମୁଦୁଲି, ଦ୍ରୌପଦୀ ଦେବୀ, ପୁଷ୍ପଲତା ରାଉଳ ପ୍ରମୁଖ ଯୋଗଦାନ କରିଥିଲେ।
Popular Categories



