www.samajalive.in
Tuesday, December 9, 2025
15.1 C
Bhubaneswar

ଖବରକାଗଜ ବିତରକମାନଙ୍କୁ ଶୀତବସ୍ତ୍ର ବଣ୍ଟନ

ବାସୁଦେବପୁର: ଆଜି ବାସୁଦେବପୁରରେ କାର୍ଯ୍ୟରତ ଖବରକାଗଜ ବିତରକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଏଜେନ୍ସି ତତ୍ବାବଧାରକ ତଥା ସାମାଜିକକର୍ମୀ କିଶୋର କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏଜେନ୍ସି କାର୍ଯ୍ୟାଳୟ ଠାରେ ଦୈନିକ ଖବରକାଗଜ ‘ସମାଜ’ର ସର୍କୁଲାର ମ୍ୟାନେଜର କୄପାସିନ୍ଧୁ ପରିଡା ଉପସ୍ଥିତ ରହି ଖବରକାଗଜ ବିତରକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ। ବାସୁଦେବପୁର ପ୍ରତିନିଧୀ ଲକ୍ଷ୍ମୀକାନ୍ତ ନାଥ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ମନୋରଞ୍ଜନ ପଣ୍ଡା, ଗଜେନ୍ଦ୍ର ବାରିକ, ସୁବାଷ ଦଳାଇ, ମଧୁସୂଦନ ନାୟକ ପ୍ରମୁଖଙ୍କ ସମେତ ପ୍ରାୟ ସମସ୍ତ ଖବରକାଗଜ ବିତରକ ଉପସ୍ଥିତ ଥିଲେ।

ଲାଗି ରହୁଛି କି ରୋଗ? ଗ୍ରହ ଦୋଷ ନୁହେଁ ତ କାରଣ, ଜାଣନ୍ତୁ କେଉଁ ଗ୍ରହଙ୍କ ପାଇଁ ହୁଏ କି ରୋଗ, କେମିତି ଦୂର ହେବ ସମସ୍ୟା..

୫୭ ବର୍ଷ ପରେ ୬ ଶକ୍ତିଶାଳୀ ଗ୍ରହଙ୍କ ବିଶେଷ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, ବଢିବ ଧନ,ବ୍ୟବସାୟ..

- Advertisement -

ବାସ୍‌ ଏହି ଉପାୟରେ ଖରାଦିନେ ଅଧା ଆସିବ ବିଜୁଳି ବିଲ୍‌!

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories