ବାସ୍‌ ଏହି ଉପାୟରେ ଖରାଦିନେ ଅଧା ଆସିବ ବିଜୁଳି ବିଲ୍‌!

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ବିଜୁଳି ବିଲ୍‌ ଲଗାତାର ବୃଦ୍ଧି ପାଉଥିବା ଦେଖାଯାଉଛି। ଯାହା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ କିଛି ସହଜ ଉପାୟ ସହ ଏଲଇଡି ବଲ୍‌ବର ବ୍ୟବହାର ଦ୍ୱାରା ବିଜୁଳି ବିଲ୍‌ କମ କରାଯାଇପାରିବ। କାରଣ ଅନେକ ଥର ଛୋଟ ଛୋଟ ଭୁଲ୍‌ କାରଣରୁ ବିଜୁଳି ବିଲ୍‌ ଅଧିକ ଦେବାକୁ ପଡିଥାଏ। ଜାଣନ୍ତୁ ଏଭଳି କେତେକ ସହଜ ଉପାୟ ବିଷୟରେ ଯାହା ସାହାଯ୍ୟରେ ଖରାଦିନରେ ମଧ୍ୟ ବିଜୁଳି ବିଲ୍‌ ଅଧା ହୋଇଯିବ। … Continue reading ବାସ୍‌ ଏହି ଉପାୟରେ ଖରାଦିନେ ଅଧା ଆସିବ ବିଜୁଳି ବିଲ୍‌!