www.samajalive.in
Saturday, December 6, 2025
26.1 C
Bhubaneswar

୫୭ ବର୍ଷ ପରେ ୬ ଶକ୍ତିଶାଳୀ ଗ୍ରହଙ୍କ ବିଶେଷ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, ବଢିବ ଧନ,ବ୍ୟବସାୟ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହୋଇଥାନ୍ତି । ଆଉ ଅଳ୍ପ ଦିନ ପରେ ୬ ଶକ୍ତିଶାଳୀ ଗ୍ରହ ଏକାଠି ହେବାକୁ ଯାଉଛନ୍ତି । ଜାଣନ୍ତୁ ଏହାର ପ୍ରଭାବ କେଉଁ ରାଶିଙ୍କୁ ମାଲାମାଲ୍‌ କରିବ..

ରାହୁ ଓ ଶୁକ୍ର ପୂର୍ବରୁ ହିଁ ମୀନ ରାଶିରେ ବିରାଜମାନ ହୋଇଛନ୍ତି । ଫେବୃଆରୀରେ ବୁଧ ଗ୍ରହ ମୀନ ରାଶିରେ ପ୍ରବେଶ କରିବେ । ଏହାପରେ ସୂର୍ଯ୍ୟ ଦେବ ୧୪ ମାର୍ଚ୍ଚରେ ମୀନ ରାଶିରେ ପ୍ରବେଶ କରିବେ । ୨୮ ମାର୍ଚ୍ଚରେ ଚନ୍ଦ୍ରମା ଓ ୨୯ ମାର୍ଚ୍ଚରେ ଶନି ଗ୍ରହ ମୀନ ରାଶିକୁ ଚଳନ କରିବେ । ଗ୍ରହଙ୍କ ଏହି ବିଶେଷ ସଂଯୋଗ କାରଣରୁ ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିଯିବ । ଏମାନଙ୍କୁ ମାନସମ୍ମାନ ସହ ପଦ ପ୍ରତିଷ୍ଠା ମିଳିବ । ଜାଣନ୍ତୁ..

- Advertisement -

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ପରିଶ୍ରମ କରି ଖୁବ୍‌ ଉନ୍ନତି କରିବେ । ଦାୟିତ୍ୱ ବଢିବ ମାତ୍ର ସଫଳତା ମିଳିବ । ପଦନ୍ନୋତିର ଯୋଗ ରହିଛି । ବ୍ୟବସାୟୀ ମାଲାମାଲ୍‌ ହେବେ ।

କୁମ୍ଭ- ନିଷ୍ପତ୍ତି ଅନୁସାରେ କାମ କରି ଲାଭବାନ୍‌ ହେବେ । ଅଟକି ଥିବା କାମ ପୂରଣ ହେବା ସହ । ସଫଳତା ମିଳିବ । ଧନ ଲାଭ ହେବ । ଯାତ୍ରାର ଯୋଗ ରହିଛି ।

ମକର – ଆପଣଙ୍କୁ ଅନେକ ଲାଭ ମିଳିବ । ଯେଉଁ କାମ ଆରମ୍ଭ କରିବେ, ସେଥିରେ ସଫଳତା ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ପରିବାର ଲୋକଙ୍କ ସହଯୋଗ ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଯାତ୍ରାର ଯୋଗ ରହିଛି । ନୂଆ ଯାନ କିଣିବାର ଯୋଗ ରହିଛି ।

ମୌନୀ ଅମାବାସ୍ୟାରେ ବାସ୍‌ ଏହି ୩ଟି ସରଳ ଉପାୟରେ ବର୍ଷଯାକ ହେବ ଧନ ବର୍ଷା, ଘରୁ ଦୂର ହେବ ଅଶାନ୍ତି..

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories