ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ସ୍ଥିତି ଓ ପ୍ରଭାବରୁ ଶାରୀରିକ, ମାନସିକ ଓ ଭାବନାତ୍ମକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଗ୍ରହଙ୍କ ଶୁଭ ପ୍ରଭାବ ଶରୀରକୁ ସୁସ୍ଥ ରଖିଥାଏ । ଅଶୁଭ ପ୍ରଭାବ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରିଥାଏ । କୌଣସି ବ୍ୟକ୍ତି ବିଶେଷଙ୍କ ଜାତକରେ ଗ୍ରହ ଅଶୁଭ ସ୍ଥିତିରେ ରହିବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ବାରମ୍ବାର ଶରୀର ରୋଗଗ୍ରସ୍ତ ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ସମସ୍ୟାର ସମାଧାନ ପାଇଁ … Continue reading ଲାଗି ରହୁଛି କି ରୋଗ? ଗ୍ରହ ଦୋଷ ନୁହେଁ ତ କାରଣ, ଜାଣନ୍ତୁ କେଉଁ ଗ୍ରହଙ୍କ ପାଇଁ ହୁଏ କି ରୋଗ, କେମିତି ଦୂର ହେବ ସମସ୍ୟା..
Copy and paste this URL into your WordPress site to embed
Copy and paste this code into your site to embed