www.samajalive.in
Friday, December 12, 2025
27.1 C
Bhubaneswar

ଫେବୃଆରୀରେ ମୁକ୍ତିଲାଭ କରିବ ‘ସୁହାଗ ସିନ୍ଦୁର’

ବାସୁଦେବପୁର : ଶିବାଜୀ ସରସ୍ୱତୀ ମ୍ୟୁଜିକ୍‌ର ‘ସୁହାଗ ସିନ୍ଦୁର’ ମ୍ୟୁଜିକ ଭିଡିଓ ଆସନ୍ତା ଫେବୃୟାରୀରେ ମୁକ୍ତିଲାଭ କରିବାକୁ ଯାଉଛି। ଆର୍ତ୍ତୁଂ ଖେଳପଡ଼ିଆଠାରେ ସୁଟିଂ ସେଟରେ ମସଗୁଲ ଅଛନ୍ତି କଳାକାର, ପ୍ରଯୋଜକ। ଏହି ମ୍ୟୁଜିକ ଭିଡିଓରେ ଏସ ଜିତୁ ଓ ସୌଜନ୍ୟା କଣ୍ଠଦାନ କରିଥିବାବେଳେ ଦିଶା ପଟ୍ଟନାୟଳଙ୍କ ସହିତ ତନ୍ମୟ କୁମାର ଗୁରୁ ଅଭିନୟ କରିଛନ୍ତି। ସେହିପରି ଜିତେନ୍ଦ୍ର ଜେନା ଗୀତ ରଚନା କରିଥିବାବେଳେ ଶିବାଜୀ ଦାସଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଏହି ମ୍ୟୁଜିକ ଭିଡିଓ ବେଶ୍ ଆଦୃତ ହେବ ବୋଲି ପ୍ରଯୋଜକ ସରସ୍ବତୀ ଦାସ ଆଶା ରଖିଛନ୍ତି। ଏହି ମ୍ୟୁଜିକ ଭିଡିଓରେ କୁନି କଳାକାର ଭାବରେ ହରିଶଙ୍କର ମହାପାତ୍ର ଓ ସନ୍ଧ୍ୟା ପରିଡ଼ା ଅଭିନୟ କରିଛନ୍ତି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories