www.samajalive.in
Monday, December 15, 2025
24.1 C
Bhubaneswar

ଚୋରି ଉଦମ୍ୟ କରି ଧରାପଡିଲେ ୩ ଯୁବକ

ବାସୁଦେବପୁର : ବାସୁଦେବପୁର ଥାନା ବାଣପୁର ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚୋରି ଉଦ୍ୟମ କରୁଥିବାବେଳେ ଗ୍ରାମବାସୀମାନେ ୩ଜଣ ଯୁବକଙ୍କୁ କାବୁ କରିଛନ୍ତି। ଏବଂ ନିର୍ଧୁମ୍ ମାଡ ମାରିବା ପରେ ପୁଲିସର ଜିମା ଦେଇଛନ୍ତି। ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ୪ ଜଣ ଚୋର ପ୍ରଫୁଲ ବେହେରାଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ଜାଣି ଘର ମାଲିକ ଗ୍ରାମବାସୀଙ୍କୁ ଭିତିରିଆ ଖବର ଦେଇଥିଲେ। କେତେକ ଯୁବଗୋଷ୍ଠୀ ଏକଜୁଟ୍ ହୋଇ ଚୋରଙ୍କୁ କାବୁ କରିଥିଲେ।  ଏମାନଙ୍କୁ ବାନ୍ଧିରଖି ଉତମ ମଧ୍ୟମ ଦେବା ପରେ ପୁଲିସର ଜିମା ଦେଇଥିଲେ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories