www.samajalive.in
Sunday, December 14, 2025
23.1 C
Bhubaneswar

ବାଙ୍କୀ ମହାବିଦ୍ୟାଳୟ +୨ ଫଳ, ବାଣିଜ୍ୟରେ ବେଦାନ୍ତ ଓ ବିଜ୍ଞାନରେ ଖଗେଶ୍ୱର ସର୍ବଶ୍ରେଷ୍ଠ

ବାଙ୍କୀ: ଚଳିତ ବର୍ଷ ବାଙ୍କୀ ମହାବିଦ୍ୟାଳୟର +୨ ବାଣିଜ୍ୟ ବିଭାଗରେ ୮୯% ଓ ବିଜ୍ଞାନ ବିଭାଗରେ ୯୫% ପାସ୍‍ ହାର ରହିଛି। ବାଣିଜ୍ୟରେ ୭୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୦ଜଣ ୧ମ ଶ୍ରେଣୀ,୧୧ଜଣ ୨ୟ ଶ୍ରେଣୀ ଏବଂ ୧୩ଜଣ ୩ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ୬୦୦ନମ୍ବରରୁ ଛାତ୍ର ବେଦାନ୍ତ ପୂଣ୍ୟଶ୍ଲୋକ ସର୍ବାଧିକ ୫୩୬ନମ୍ବର ରଖି ବାଣିଜ୍ୟରେ ଶ୍ରେଷ୍ଠ ହୋଇଛନ୍ତି। ସେହିଭଳି ବିଜ୍ଞାନ ବିଭାଗରେ ୮୦ଜଣ ପରୀକ୍ଷାର୍ଥିଙ୍କ ମଧ୍ୟରୁ ୪୮ଜଣ ୧ମ ଶ୍ରେଣୀ,୨୧ଜଣ ୨ୟ ଶ୍ରେଣୀ ଓ ୬ଜଣ ୩ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୬୦୦ନମ୍ବର ପରୀକ୍ଷାରୁ ଛାତ୍ର ଖଗେଶ୍ୱର ନାୟକ ସର୍ବାଧିକ ୫୨୫ନମ୍ବର ରଖି ବିଜ୍ଞାନ ବିଭାଗରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ମହାବିଦ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories