ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

ବଲାଙ୍ଗିର: ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ୧୨ ନମ୍ବର ମେଗାଜିନରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ତେବେ ଗୋଳାବାରୁଦ କାରଖାନାରେ କ’ଣ ପାଇଁ ବିସ୍ଫୋରଣ ଘଟିଲା ତାହାର  କାରଣ ଅସ୍ପଷ୍ଟ ରହିଛି। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ।

Comments are closed.