ବିରଳ ପ୍ରେମର ନିଦର୍ଶନ Samaja Live Feb 9, 2021 ୨୦୧୩ରେ କାଲିଫର୍ଣ୍ଣିଆନିବାସୀ ଦମ୍ପତି ଲେସ୍ ବ୍ରାଉନ୍ ଓ ହେଲେନ୍ ପ୍ରାଣ ହରାଇଥିଲେ। ହେଲେ ସେମାନଙ୍କ ଗଭୀର ପ୍ରେମର ନିଦର୍ଶନ ଆଜି ପର୍ଯ୍ୟନ୍ତ ଗଣମାଧ୍ୟମଠାରୁ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଚାଲିଛି। ସେହି ବର୍ଷ ଦୁହେଁ… Read More...
ବିଚ୍ଛେଦର ଭୟ କମ୍ କେଉଁଠି ? Samaja Live Feb 9, 2021 ବିବାହ ବିଚ୍ଛେଦ, ଆମ ଭାରତରେ ଏଇ କଥାଟିକୁ ସହଜରେ ଗ୍ରହଣ କରାଯାଉନଥିଲା। ହେଲେ ଗତ କିଛିବର୍ଷ ମଧ୍ୟରେ ଆମ ଦେଶରେ ବିଚ୍ଛେଦ ହାର ବଢ଼ିବାରେ ଲାଗିଛି। ୟୁରୋପ, ଆମେରିକୀୟ ରାଷ୍ଟ୍ରରେ ବିଚ୍ଛେଦର ହାର ସର୍ବାଧିକ, କିନ୍ତୁ… Read More...
ଉତ୍ତରାଖଣ୍ଡ ହିମସ୍ଖଳନ; ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି,୨୦୩ ନିଖୋଜ Samaja Live Feb 9, 2021 ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗଁୁ ଅଳକାନନ୍ଦା ଓ ଧଉଳିଗଙ୍ଗାରେ ଦେଖାଯାଇଥିବା ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ରାଜ୍ୟ ପୁଲିସ କହିବା ଅନୁଯାୟୀ ଏହି ଘଟଣାରେ ନିଖୋଜଙ୍କ… Read More...
ମା’ଙ୍କ ସହାୟତାରେ ବିତିଲାଣି ୩୦ ବର୍ଷ, ଦିବ୍ୟାଙ୍ଗ ଯୁବକର ଦୈନିକ ଔଷଧ ଖର୍ଚ୍ଚ ତୁଲାଇ ପାରୁନାହାନ୍ତି ଦମ୍ପତି Samaja Live Feb 9, 2021 କେନ୍ଦୁଝର: ରାଜ୍ୟରେ ଥିବା ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ବିପୁଳ ପରିମାଣର ଅର୍ଥ ଯୋଗାଇ ଦିଆଯାଉଥିବା ନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବିଭିନ୍ନ ସଭାସମିତିରେ ଭାଷଣବାଜି କରାଯାଉଥିଲେ ହେଁ… Read More...
ମଙ୍ଗଳବାର ରାଶିଫଳ ( ୦୯-୦୨-୨୦୨୧ ) Samaja Live Feb 9, 2021 ମେଷ: ସେବା କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରବଚନ ଶୁଣିବେ।… Read More...
ଗୁଣି ସନ୍ଦେହରେ ଗୁଳି, ଅଳ୍ପକେ ବର୍ତ୍ତିଲେ ପାଳକ Samaja Live Feb 8, 2021 ମୋହନା: ଗଜପତି ଜିଲା ଅଡବା ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଗୁଳି ଫୁଟିଛି । ଅଳ୍ପକେ ମରଣମୁହଁରୁ ବଞ୍ଚି ଯାଇଛନ୍ତି ପାଳକ( ପାଷ୍ଟର) । ଏଭଳି ଏକ ଘଟଣା ଘଟିଛି ଅଡବା ଥାନା ଅଞ୍ଚଳରେ। ଜୁଡ଼ୁଙ୍ଗ ଗ୍ରାମର ୩୩… Read More...
ଭିନ୍ନ ଜଣେ ଉଚ୍ଚ ଶିକ୍ଷିତ ଯୁବକ; ଛାତ୍ରବୃତ୍ତି ଟଙ୍କାରେ ପିଲାଙ୍କୁ ବାଣ୍ଟିଲେ ପାଠ୍ୟ ଉପକରଣ Samaja Live Feb 8, 2021 ଫୁଲବାଣୀ/ଜି.ଉଦୟଗିରି: କନ୍ଧମାଳ ଜିଲା ଜି.ଉଦୟଗିିରି ବ୍ଳକର ତଲାରିମାହା ପଞ୍ଚାୟତର ଶିକ୍ଷିତ ଯୁବକ ରାଜେଶ୍କୁମାର ବଗର୍ତ୍ତିିଙ୍କ କାର୍ଯ୍ୟକୁ ନେଇ ଏବେ ସମଗ୍ର ଅଞ୍ଚଳରେ ବେଶ୍ ଚର୍ଚ୍ଚା। କଟକସ୍ଥିତ ରେଭେନ୍ସା… Read More...
୪ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ Samaja Live Feb 8, 2021 ଫୁଲବାଣୀ: କନ୍ଧମାଳ ଜିଲା ସାରଙ୍ଗଡ ଥାନା ଅନ୍ତର୍ଗତ ଜିରିଡ଼ିକିଆ ପଞ୍ଚାୟତର କପଗୁଡ଼ା , ଡ଼ଲାବାଡ଼ି ଓ କଙ୍ଗେରିକିଆ ଏବଂ ସାରଙ୍ଗଡ଼ ଆଦି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ପ୍ରାୟ ୪୦ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା… Read More...
ରାଜଧାନୀରୁ ୪ ଡକାୟତ ଗିରଫ, ମାରଣାସ୍ତ୍ର ଜବତ Samaja Live Feb 7, 2021 ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ରବିବାର ୪ ଡକାୟତକୁ ଗିରଫ କରିଛି କମିଶନରେଟ ପୁଲିସ। ସ୍ପେଶାଲ୍ ସ୍କ୍ୱାଡ୍ ଓ ଚନ୍ଦ୍ରଶେଖରପୁର ପୁଲିସ ମିଳିତ ଭାବେ ଚଢ଼ାଉ କରି ଏହି ଡକାୟତମାନଙ୍କୁ ଗିରଫ… Read More...
ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ; ଚମୋଲି ଜିଲ୍ଲାର ଧସିଲା ବରଫ ଅତଡା, ୧୦୦ରୁ ଉର୍ଦ୍ଧ୍ବ ଭାସି ଯାଇଥିବା ଆଶଙ୍କା Samaja Live Feb 7, 2021 ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବରଫ ଅତଡା ଧସିଛି। ଏହି ଗ୍ଲେସିୟର ଜିଲ୍ଲାର ରେଣୀ ଗ୍ରାମ ନିକଟରେ ଭାଙ୍ଗିଛି। ଫଳରେ ଧୌଳି ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବରଫ ଅତଡା ଖସିବା ଫଲରେ… Read More...
ପ୍ରସ୍ତାବିତ ବାଇଲ ପ୍ରତ୍ୟାହର ପାଇଁ ଚିଠି Samaja Live Feb 7, 2021 ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସଂସ୍କୃତି ବିଭାଗ ଜାରି କରିଥିବା ପ୍ରସ୍ତାବିତ ହେରିଟେଜ୍ ବାଇଲ ପ୍ରତ୍ୟାହର ପାଇଁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର।… Read More...
ମଙ୍ଗଳବାରଠୁ ଭକ୍ତଙ୍କ ନିମନ୍ତେ ଖୋଲିବ ଭୈରବୀ ମନ୍ଦିର Samaja Live Feb 7, 2021 ଗୋପାଳପୁର: ଜାନୁଆରୀ ୩ ତାରିଖରୁ ସାରା ରାଜ୍ୟରେ ସମସ୍ତ ମନ୍ଦିର ଖୋଲିବା ସହ ଭକ୍ତଙ୍କ ନିମନ୍ତେ କୋଭିଡ ନିୟମ ପାଳନ ପୂର୍ବକ ଭଗବାନ ଦର୍ଶନ ନିମନ୍ତେ ପ୍ରବେଶ ସୁଯୋଗ ଦିଆଯାଇଥିଲା। କିନ୍ତୁ ବ୍ରହ୍ମପୁର ସନ୍ନିକଟ ତଥା… Read More...
ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୦୫୯ କରୋନା ଆକ୍ରାନ୍ତ ଚିହ୍ନଟ, ୭୮ ମୃତ Samaja Live Feb 7, 2021 ନୂଆଦିଲ୍ଲୀ : ଭାରତରେ ଗତ ୨୪ ଘଣ୍ଟାରେ ୧୨,୦୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୪ ହଜାର ୯୯୬କୁ ବୃଦ୍ଧି ପାଇଛି। ଦେଶରେ ଏବେ… Read More...
ଟିକରୀ ସୀମାରେ ଫାଶୀ ଲଗାଇ ଜଣେ କୃଷକଙ୍କ ଆତ୍ମହତ୍ୟା Samaja Live Feb 7, 2021 ହରିୟାଣା: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଅସନ୍ତୋଷ ଜାରି ରହିଥିବା ବେଳେ ହରିୟାଣା ବାହାଦୂରଗଡରେ ଜଣେ କୃଷକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କୃଷକ ଜଣଙ୍କ ସେକ୍ଟର- ୯ ବାଇପାସ୍ ପାର୍କରେ ଥିବା ଏକ… Read More...
ଛାତିଥରା ଘଟଣା, ଯବାନଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ Samaja Live Feb 7, 2021 ମୁମ୍ବଇ: ମହାରାଷ୍ଟ୍ରର ପାଲଘରରେ ଦୁର୍ବୃତ୍ତମାନେ ଅମାନବୀୟ କାଣ୍ଡ ଘଟାଇଛନ୍ତି। ଜଣେ ଯବାନଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ଜିଅନ୍ତା ଜାଳିଦେଇଥିବା ଜଣାପଡ଼ିଛି। ଉକ୍ତ ଯବାନ ଜଣେ ନୌସେନା ଅଧିକାରୀ। ତାଙ୍କ ନାଁ ସୁରଜ… Read More...
ମଣ୍ଡିରୁ ଉଠୁନି ଧାନ, ମହିଳା ଚାଷୀ ରାତି ଉଜାଗର Samaja Live Feb 7, 2021 ନବରଙ୍ଗପୁର: ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସର ମଧ୍ୟରେ ଥିବା ମଣ୍ଡିରେ ପଡ଼ି ରହିଛି ହଜାର ହଜାର କୁଇଣ୍ଟାଲ ଧାନ। ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଟାର୍ଗେଟ ଆସି ନ ଥିବା କହି ଚାଷୀଙ୍କୁ… Read More...
ରାଜଧାନୀରେ ଝୁଲନ୍ତା ଗଳିତ ମୃତଦେହ ଠାବ Samaja Live Feb 7, 2021 ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ଗଳିତ ମୃତଦେହ ଠାବ ହୋଇଛି। ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଉକ୍ତ ମୃତଦେହ ଠାବ କରାଯାଇଛି। ତେବେ ମୃତକ ଯୁବକଙ୍କର ପରିଚୟ… Read More...
ଅଜଣା ଗାଡି ଧକ୍କାରେ ଜଣେ ମୃତ Samaja Live Feb 7, 2021 ସୋର: ବାଲେଶ୍ବର ଜିଲା ସୋର ଅନ୍ତର୍ଗତ ଅନନ୍ତପୁର ରାସ୍ତା ଅଇଁରୀ ଛକରେ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ବ୍ୟକ୍ତ ଜଣଙ୍କ ଅନନ୍ତପୁର ଛକ ନିକଟରେ ଥିବା… Read More...
ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ହେରିଟେଜ୍ ବିଧି ପ୍ରସ୍ତୁତ କଲେ କେନ୍ଦ୍ର ସରକାର Samaja Live Feb 7, 2021 ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଡ୍ରାଫ୍ଟ ହେରିଟେଜ ବିଧି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ମନୁମେଣ୍ଟସ୍ ଅଥରିଟି ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରସ୍ତାବିତ ହେରିଟେଜ ବାଇଲ… Read More...
ପୁରୀ ଜେଲ୍ରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ Samaja Live Feb 7, 2021 ପୁରୀ: ଜିଲା କାରାଗାରରେ ଶନିବାର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ଶ୍ରୀଧର ଦାସ (୫୦) ଏବଂ ଘର ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଙ୍କିମୁହାଣ ବସ୍ତିରେ। କିଛିଦିନ ତଳେ ପୁଲିସ ତାଙ୍କୁ ଗିରଫ କରିଥିଲା।… Read More...
ଖଣ୍ଡଗିରି କୁମ୍ଭମେଳା; ଯାତ୍ରାକୁ ନା, ମେଳାକୁ ହଁ Samaja Live Feb 7, 2021 ଭୁବନେଶ୍ବର: ଖଣ୍ଡଗିରି ମେଳାକୁ ନେଇ ଚିତ୍ର ଏକ ପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଯାତ୍ରାକୁ ନାସ୍ତିବାଣୀ ଶୁଣାଇଛି ବିଏମ୍ସି। କେବଳ ପାରମ୍ପରିକ ରୀତିନୀତି ଅନୁସାରେ କୁମ୍ଭମେଳା ହେବ। ସାଧୁସନ୍ଥ ଯଜ୍ଞ କରିପାରିବେ।… Read More...
୭ ବିଦ୍ୟାଳୟ ପୋଷ୍ୟ ନେବେ ନିରଞ୍ଜନ Samaja Live Feb 7, 2021 ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଯାୟୀ କେନ୍ଦୁଝର ଜିଲାର ୫ଟି ଓ ମୟୂରଭଞ୍ଜ ଜିଲାର ୨ଟି ସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ… Read More...
ବିପଜ୍ଜନକ ସ୍ଥିତିରେ ନହରକଣ୍ଟା-କାଚରାମାଳ ରାସ୍ତା Samaja Live Feb 7, 2021 ଭୁବନେଶ୍ବର: ରାସ୍ତାରୁ ପିଚୁ ଉଠି ଗଲାଣି। ଗୋଡ଼ି ବାହାରି ଏଣେତେଣେ ପଡ଼ିଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖାଲଖମା। ପିଚୁ ନ ଥିବାରୁ ମାଟି ରାସ୍ତା ପରି ଦେଖାଯାଉଛି। ଅଧିକାଂଶ ସମୟରେ ଚାଳକ ଭାରସାମ୍ୟ ହରାଇବାରୁ ଯାନ… Read More...
ରାଜ୍ୟରେ ସାଇବର ଅପରାଧ ଉଦ୍ବେଗଜନକ Samaja Live Feb 7, 2021 ଭୁବନେଶ୍ବର: ରାଜ୍ୟରେ ସାଇବର ଅପରାଧ ହାର ଉଦବେଗଜନକ ରହିଛି। ଗୋଟିଏ ମାତ୍ର କ୍ଲିକରେ ବର୍ଷ ବର୍ଷର ସଞ୍ଚିତ ଧନକୁ ହରାଉଛନ୍ତି ଲୋକେ। ସାଧାରଣ ଲୋକଟିଏ ହେଉକି ପଦାଧିକାରୀ କିଛି ବୁଝିବା ପୂର୍ବରୁ ଶିକାର ହେଉଛନ୍ତି ସାଇବର… Read More...
ବୃକ୍ଷର ଶ୍ରୀ ବଢ଼ାଉଛନ୍ତି ଶ୍ରୀନାଥ, ପେନ୍ସନ ଟଙ୍କାରେ କରୁଛନ୍ତି ବୃକ୍ଷର ରକ୍ଷଣାବେକ୍ଷଣ Samaja Live Feb 7, 2021 କପ୍ତିପଦା: ଦୁଇ ନିଆଁ ମଧ୍ୟରେ ବନ୍ଧା ଏ ମଣିଷ। ଜନ୍ମବେଳର ଏନ୍ତୁଡ଼ି ନିଆଁ, ଆଉ ମୃତ୍ୟୁବେଳର ଜୁଇର ନିଆଁରେ ଲାଗେ ବୃକ୍ଷର ଅଂଶ। ଏକଥା ବୁଝିଛନ୍ତି ବୃକ୍ଷଙ୍କ ନାଥ ଶ୍ରୀନାଥ। ଶ୍ରୀନାଥ ସାଦାସିଦା ମଣିଷ। ଜନ୍ମ ମୟୂରଭଞ୍ଜ… Read More...
ଭଣ୍ଡରଙ୍ଗି ଗ୍ରାମବାସୀଙ୍କୁ ଘାରିଛି ମାଓବାଦୀ ଭୟ, ରାତିରେ ମେଳିବାନ୍ଧି ପହରା Samaja Live Feb 7, 2021 ତୁମୁଡ଼ିବନ୍ଧ: କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତରର୍ଗତ ଭଣ୍ଡରଙ୍ଗି ପଞ୍ଚାୟତରେ ମାଓ ତାଣ୍ଡବ ପରେ ଲୋକଙ୍କ ମନରୁ ନିଦ ହଜି ଯାଇଛି। ଆଜି ପର୍ଯ୍ୟନ୍ତ ଏହି ପଞ୍ଚାୟତର ଭଣ୍ଡରଙ୍ଗିରେ ଭୟାତୁର ପରିବେଶ ଲାଗି ରହିଛି।… Read More...
୧୩ରେ ଦାରୁବ୍ରହ୍ମଙ୍କ ପଦ୍ମବେଶ Samaja Live Feb 7, 2021 ପୁରୀ: ମାଘ ଶୁକ୍ଳ ଦ୍ବିତୀୟା ତିଥିରେ ଆଗାମୀ ୧୩ତାରିଖ ଦିନ ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପଦ୍ମବେଶ କରାଯିବ। ଏଥିପାଇଁ ବଡ଼ଛତା ମଠ ପକ୍ଷରୁ ପଦ୍ମବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଏହାଛଡା… Read More...
୨୪ ଘଣ୍ଟା ପରେ ଶୀତ ଫେରିବ Samaja Live Feb 7, 2021 ଭୁବନେଶ୍ବର: ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଶୀତ କମିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ; କିନ୍ତୁ ପରବର୍ତ୍ତୀ ସମୟରେ ରାତି ତାପମାତ୍ରା ପ୍ରାୟ… Read More...
ରବିବାର ରାଶିଫଳ ( ୦୭-୦୨-୨୦୨୧ ) Samaja Live Feb 7, 2021 ମେଷ: ଅର୍ଥାଭାବର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଶୁଭକାର୍ଯ୍ୟ ବର୍ଜନୀୟ। ପ୍ରବକ୍ତା ହୋଇପାରନ୍ତି। ବିନୟୀଭାବର ହେବେ। ବିଦ୍ୟାରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ବୃଷ: ଆମୋଦ… Read More...
ମଣ୍ଡିରୁ ୧୮ ଚାଷୀଙ୍କ ୨୮୦୦ ବସ୍ତା ଧାନ ଜବତ Samaja Live Feb 6, 2021 ଧର୍ମଗଡ଼: ଗୋଟିଏ ପଟେ ଟାର୍ଗେଟ୍ ବୃଦ୍ଧି ସହ ଚାଷୀଙ୍କ ଧାନଉଠାଣ ଦାବି କରି ବିଜେପି ପକ୍ଷରୁ କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ଧାରଣା ଦିଆଯାଇଥିବା ବେଳେ ଅନ୍ୟପଟେ ପ୍ରଶାସନ ତଦନ୍ତକରି ବେନିୟମ ଭାବେ ଗଚ୍ଛିତ ଥିବା… Read More...
ଅଗ୍ନି କାଣ୍ଡରେ ୫ ଛେଳି ଜୀବନ୍ତ ଦଗ୍ଧ Samaja Live Feb 6, 2021 ବାଲିଚନ୍ଦ୍ରପୁର : ଦର୍ପଣ ତହସିଲ ଅନ୍ତର୍ଗତ ଝରକୂଳ ଗ୍ରାମରେ ଅଗ୍ନି କାଣ୍ଡ ଘଟି ଦୁଇ ବଖରା ଗୁହାଳ ଘର ଜଳି ଯିବା ସହ ୫ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ ଗାଇ ଅହତ ହୋଇଛନ୍ତି। ଏହି ଗ୍ରାମର ସେକ ସମସୁରଙ୍କ ଗୁହାଳ… Read More...
ସଦ୍ଭାବନା ଟିକା Samaja Live Feb 6, 2021 ଦୁନିଆର ସର୍ବବୃହତ୍ ଟିକାକରଣ ଅଭିଯାନ ଭାରତରେ ଆରମ୍ଭ ହୋଇଛି। ଦେଶବାସୀଙ୍କ ଆବଶ୍ୟକତା ଅନୁଯାୟୀ ଟିକା ପ୍ରସ୍ତୁତି ସରିଛି। ଏହା ବାଦ୍ କେତେକ ପଡ଼ୋଶୀ ଓ ମିତ୍ର ଦେଶଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ଭାରତ… Read More...
ଦୁର୍ଦଶାରେ ମୁଣ୍ଡପୋତା କେଳା Samaja Live Feb 6, 2021 ଗୋଡିପଡା: ଗଣ୍ଡେ ପଖାଳ ଭାତ ପାଇଁ ଗ୍ରୀଷ୍ମର ନିରାଟ ଝାଞ୍ଜିରେ ଗାଁ ଦାଣ୍ଡର ତତଲା ବାଲିରେ ମୁଣ୍ଡ ପୋତେ। ଖଜୁରି ପଟିର ଟୋପି ଉପରେ କୁକୁଡ଼ାର ରଙ୍ଗବେରଙ୍ଗର ପର, ହାତରେ ଚାଙ୍ଗୁବାଜା, ମୁହଁରେ ପାଉଡ଼ର ବଦଳରେ ପାଉଁଶ ଆଉ… Read More...
ପରିଚୟ ଖୋଜୁଛି କରବିରାଖୋଲ; ଜଳ ହୋଇଛି ଜହର, ରେସନ ପାଇଁ ୧୫ କିମି ଯାତ୍ରା Samaja Live Feb 6, 2021 ବନ୍ତଳା: ଅନୁଗୋଳ ଓ ଢେଙ୍କାନାଳ ଜିଲାର ସୀମାନ୍ତରେ ଥିବା କରବିରାଖୋଲ ଗ୍ରାମବାସୀ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି। ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅନୁଗୋଳଠାରୁ ପ୍ରାୟ ୩୫ କିମି ଗଲାପରେ… Read More...
ପ୍ରଶାସନର ଐତିହ୍ୟ ସ୍ମୃତି ମାନ୍ୟତା ପ୍ରତିଶ୍ରୁତି ପ୍ରହସନ, ଉତ୍କଳମଣିଙ୍କ ବାରିପଦା ଘର ଏବେ ଭୂତକୋଠି Samaja Live Feb 6, 2021 ବାରିପଦା: ସ୍ୱତନ୍ତ୍ର ମୟୂରଭଞ୍ଜ ରାଜଦରବାର ସମୟରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରଥମ କର୍ମପୀଠ ବାରିପଦା ସହରରେ ଥିବା ‘ଗୋପବନ୍ଧୁ ଭବନ’ଟିର ରକ୍ଷଣାବେକ୍ଷଣ ସହ ସ୍ମୃତିପୀଠର ମାନ୍ୟତା ପାଇଁ ଦାବି ହୋଇ… Read More...
ଭୀମଟାଙ୍ଗିବାସୀଙ୍କୁ ପାଣି ଚିନ୍ତା Samaja Live Feb 6, 2021 ଭୁବନେଶ୍ବର: ଭୀମଟାଙ୍ଗିବାସୀଙ୍କୁ ଘାରିଛି ପାଣି ଚିନ୍ତା। ଜନସ୍ବାସ୍ଥ୍ୟ ବିଭାଗ ଠିକ୍ ସମୟରେ ପାଣି ମୁନ୍ଦେ ଦେଉନି। ଅଧଘଣ୍ଟା ପାଣି ଦେଉଛି ବୋଲି ବିଭାଗୀୟ ଅଧିକାରୀ କହୁଥିଲାବେଳେ ଲୋକଙ୍କ ଘରେ ପାଣି ପହଞ୍ଚିବାର ୧୫… Read More...
ରାଜ୍ୟସଭାରେ ବିରୋଧୀ ଦଳଙ୍କୁ କୃଷିମନ୍ତ୍ରୀଙ୍କ ଆହ୍ବାନ, କୃଷି ଆଇନରେ କ’ଣ ତ୍ରୁଟି ରହିଛି ଦେଖାଅ Samaja Live Feb 6, 2021 ନୂଆଦିଲ୍ଲୀ: କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ନୂଆ କୃଷି ଆଇନକୁ ଦୃଢ ସମର୍ଥନ କରିଛନ୍ତି। ଶୁକ୍ରବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ ତୋମାର କହିଛନ୍ତି ଯେ… Read More...
ଆଇପିଏଲ୍ ଖେଳାଳି ନିଲାମରେ ଶ୍ରୀଶାନ୍ତଙ୍କ ସହ ୧୦୯୭ କ୍ରିକେଟର୍ଙ୍କ ନାମ ପଞ୍ଜୀକରଣ Samaja Live Feb 6, 2021 ମୁମ୍ବଇ: ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଖେଳାଳି ନିଲାମ ଆସନ୍ତା ୧୮ରେ ଅନୁଷ୍ଠିତ ହେବ। ୨୦୨୧ ସଂସ୍କରଣ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ଏହି ଖେଳାଳି ନିଲାମ ନିମନ୍ତେ… Read More...
ନାଁ ‘ଫକିର’, ଚାଷରେ ଏକ ନମ୍ବର Samaja Live Feb 6, 2021 ଯାଜପୁର: କଥାରେ ଅଛି ‘ଚାଷ କାମ ଯାହାର କେଡେ ସୁଖ ତାହାର’। ଏହି ଉକ୍ତିକୁ ପ୍ରମାଣ କରିଛନ୍ତି ଚାଷୀ ଫକିର। ଯେଉଁଥି ପାଇଁ ସେ ଜିଲାରେ ନମ୍ବର ୱାନ। ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଚନ୍ଦ୍ରମୁଁ ପଞ୍ଚାୟତର ଜଗନ୍ନାଥପୁର ଗାଁ… Read More...
ସେନା ଶାସକ ବିରୋଧରେ ମ୍ୟାଁମାରରେ ବିକ୍ଷୋଭ Samaja Live Feb 6, 2021 ୟାଙ୍ଗୁନ୍: ମ୍ୟାଁମାରରେ ସେନାର କ୍ଷମତା ଦଖଲକୁ ଗଣତନ୍ତ୍ରବାଦୀ ଜନତା ତୀବ୍ର ବିରୋଧ କରିଛନ୍ତି। ଲୋକପ୍ରିୟ ନେତ୍ରୀ ଅଙ୍ଗ୍ ସାନ ସୁ କି’ଙ୍କ ସହିତ ତାଙ୍କର ଘନିଷ୍ଠ ସହଯୋଗୀ ତଥା ଦେଶର ବୟୋବୃଦ୍ଧ ନେତା ୟୁ ୱିନ୍… Read More...
ଧାନରେ ଲାଗିଲା ଫିମ୍ପି Samaja Live Feb 6, 2021 କୁଚିଣ୍ଡା: ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡେର ସପ୍ତାେହ ତଳେ ଅଦିନିଆ ବର୍ଷାରେ ଭିଜି ଯାଇଥିବା ଧାନରେ ଶେଷରେ ଫିମ୍ପି ଲାଗିଗଲା। ଅଥଚ ପ୍ରଶାସନ ପ୍ରତିକାର ବ୍ୟବସ୍ଥା କଲା ନାହିଁ। ଅଦିନିଆ ବର୍ଷାରେ ଏହି… Read More...
ଆଜି ୧୨ଟାରୁ ୩ଟା ‘ଚକାଜାମ୍’ Samaja Live Feb 6, 2021 ନୂଆଦିଲ୍ଳୀ: କୃଷି ଆଇନ୍ ବିରୋଧରେ ଦୀର୍ଘ ୬୯ଦିନ ଧରି ଆନ୍ଦୋଳନ ଚଳାଇଥିବା ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି, ୬ତାରିଖ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଚକାଜାମ୍ ଆନ୍ଦୋଳନ ପାଇଁ ଦିଆଯାଇଥିବା ଆହ୍ବାନକୁ… Read More...
ପାର୍କିଂ ଜୁଲମ୍: ନିଲାମକୁ ନା, ବେଆଇନ ଆଦାୟ Samaja Live Feb 6, 2021 ଭୁବନେଶ୍ବର: ପାର୍କିଂକୁ ନେଇ ରାଜଧାନୀରେ ବଢୁଛି ଅଡୁଆ। ସ୍ଥାନ ନିଲାମ ଦରକୁ ବିଏମ୍ସି ଦୁଇଗୁଣା ବୃଦ୍ଧି କରିବା ଯୋଗୁଁ ପ୍ରକ୍ରିୟାେର ଭାଗ ନେବାକୁ କୌଣସି ସଂସ୍ଥା ରାଜି ହେଉନଥିବା ବେଳେ ଏହାର ସୁଯୋଗ ନେଇ ବେଆଇନ… Read More...
ସକାଳୁ ଉଠାଇବାର ଚାକିରି Samaja Live Feb 6, 2021 ଆଜିର ସମୟରେ ସକାଳୁ ଉଠିବାକୁ ହେଉ କିମ୍ବା ଦିନର ଯେ କୌଣସି ସମୟରେ ନିଦ ଭାଙ୍ଗିବାକୁ ଆମ ପାଖେ ଯୁଗୋପଯୋଗୀ ସ୍ମାର୍ଟଫୋନ୍ଟେ ଅଛି। ବାସ୍..କେତୋଟି ସୁଇଚ୍ ଟିପିଲେ ନିଦଟି ଆମର ଭାଙ୍ଗିଯାଏ, ଏଇ ସ୍ମାର୍ଟଫୋନ୍ ଆସିବା… Read More...
କ୍ୟାପିଟାଲ ହସ୍ପିଟାଲରେ କାୟାକଳ୍ପ ଟିମ୍; ୱାର୍ଡ ବୁଲିଲେ, ରେକର୍ଡ ଦେଖିଲେ Samaja Live Feb 6, 2021 ଭୁବନେଶ୍ୱର: ଆଶୁଚିକିତ୍ସା କେନ୍ଦ୍ର ସାମ୍ନାରେ ନଥିଲା ପାର୍କିଂ। କେବଳ ଏହି କେନ୍ଦ୍ର ନୁହେଁ ପ୍ରଶାସନିକ କୋଠା, ଏମ୍ସିଏଚ୍ ବିଲ୍ଡିଂ କଡ଼ରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ହସ୍ପିଟାଲ ପରିସରରୁ ଆରମ୍ଭ କରି… Read More...
ଶନିବାର ରାଶିଫଳ ( ୦୬- ୦୨-୨୦୨୧ ) Samaja Live Feb 6, 2021 ମେଷ: ସୁଖ, ସନ୍ତୋଷ ମିଳିପାରେ। କୌଣସି କାରଣରୁ ଈର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତର୍କତାର ଦିନ। ବୃଷ: ବ୍ୟବସାୟ ଲାଭଜନକ… Read More...
ଅଚାନକ ସୁନ୍ଦରଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର Samaja Live Feb 5, 2021 ସୁନ୍ଦରଗଡ଼: କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଚାନକ ସୁନ୍ଦରଗଡ଼ ପହଞ୍ଚିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଯାଇଛି। ନିକଟତମ ସୂତ୍ରରୁ ପ୍ରକାଶ, ଦିଲ୍ଲୀରୁ ଏକ… Read More...
ରେଢ଼ାଖୋଲ ଛକରେ ଇନୋଭା କାରକୁ ଗୁଳିକରି ଦୁବୃର୍ତ୍ତଙ୍କୁ କାବୁ Samaja Live Feb 5, 2021 ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଭୀମଭୋଇ ଛକ ଠାରେ ଶୁକ୍ରବାର ରାତ୍ରି ପ୍ରାୟ ସାଢେ ୭ଟା ବେଳକୁ ହଠାତ୍ ଗୁଳି ଶବ୍ଦ ଶୁଭାଯାଇଥିଲା। ଗୁଳି ଶବ୍ଦ ଶୁଣି ଛକରେ ଥିବା ଲୋକ ମାନେ ରୁଣ୍ଡ ହୋଇଯାଇଥିଲେ। ଯଦିଓ… Read More...
କୃଷକଙ୍କୁ ସମର୍ଥନ ବଢ଼ୁଛି Samaja Live Feb 5, 2021 ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ଆନ୍ତର୍ଜାତିକ ସ୍ବୀକୃତି ମିଳିବା ପରେ ଏହା ଅଧିକ ବ୍ୟାପକ ହେବାରେ ଲାଗିଛି। ଭାରତରେ ଚଳଚ୍ଚିତ୍ର ଶିଳ୍ପ ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ କ୍ରୀଡ଼ାବିତ୍ମାନେ କୃଷକଙ୍କ ଆନ୍ଦୋଳନ… Read More...
ପାକିସ୍ତାନ ଉପରେ ଇରାନ୍ର ସର୍ଜିକାଲ୍ ଷ୍ଟ୍ରାଇକ୍, ସୀମାତିକ୍ରମ କରି ଦୁଇ ସୈନ୍ୟଙ୍କୁ ଛଡ଼ାଇ ନେଲା Samaja Live Feb 5, 2021 ତେହରାନ: ଆମେରିକା ଓ ଭାରତ ପରେ ପାକିସ୍ତାନ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଛି ଇରାନ। ବୁଧବାର ପାକିସ୍ତାନ ସୀମା ଅତିକ୍ରମ କରି ଇରାନ ସେନା ‘ରିଭୋଲୁସ୍ନାରୀ ଗାର୍ଡ’ ବହୁ ଆତଙ୍କବାଦୀଙ୍କୁ ହତ୍ୟା କରିବା ସହ ନିଜର… Read More...
ନିୟନ୍ତ୍ରଣ ବାହାରେ ମହାପ୍ରସାଦ ଦର, କାର୍ଯ୍ୟକାରୀ ହେଉନି ସୁପ୍ରିମକୋର୍ଟଙ୍କ ନିର୍ଦେଶ Samaja Live Feb 5, 2021 ପୁରୀ: ମହାପ୍ରସାଦ ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଏହାର ସୁଯୋଗ ନେଇ କେତେକ ସୁଆର ମହାସୁଆର ସେବକ ମନଇଚ୍ଛା ଦର ବୃଦ୍ଧିକରି ଚାଲିଛନ୍ତି। ମହାପ୍ରସାଦ ଦର ପ୍ରାୟ ୩ଗୁଣ ବୃଦ୍ଧି ପାଇଥିବା… Read More...
ପୂଜାରାଙ୍କୁ ଶୀଘ୍ର ଆଉଟ୍ କରିବା ଆମ ପାଇଁ ବଡ଼ ଆହ୍ବାନ: ରୁଟ୍ Samaja Live Feb 5, 2021 ଚେନ୍ନଇ: ଚେତେଶ୍ବର ପୂଜାରା ଟେଷ୍ଟ କ୍ରିକେଟର ଜଣେ ପ୍ରତିଷ୍ଠିତ ଖେଳାଳି। ତାଙ୍କୁ ଆଉଟ୍ କରିବା ପ୍ରତିପକ୍ଷ ବୋଲରଙ୍କ ପାଇଁ ସବୁବେଳେ ଆହ୍ବାନ ହୋଇଥାଏ। ଚଳିତ ଟେଷ୍ଟ ସିରିଜ୍ରେ ପୂଜାରାଙ୍କୁ ଶୀଘ୍ର ଆଉଟ୍ କରିବା ଆମ… Read More...
ପିଜି ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ ପାଇଁ ୬ରେ ମେଧାତାଲିକା, ୧୧ରେ ନାମଲେଖା Samaja Live Feb 5, 2021 ଭୁବନେଶ୍ୱର:ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର(ପିଜି) ଦ୍ବିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ… Read More...
ମହିଳାଙ୍କ ସୁରକ୍ଷା ପାଇଁ ଦରଦ ଏମିତି; ଗଡୁନି ପିଙ୍କ୍ ଅଟୋ, ମହିଳା ଯାତ୍ରୀ ହନ୍ତସନ୍ତ Samaja Live Feb 5, 2021 ଭୁବନେଶ୍ୱର: ମହିଳାମାନେ ପୁରୁଷଙ୍କ ସହିତ ଗୋଟିଏ ଅେଟାରେ ବସି ଯାତ୍ରା କରିବାବେଳେ ଅନେକ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ମହିଳାଙ୍କ ଏହି ଅସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ… Read More...
ଅଭାବ ବେଳେ ରୋଗ ଦାଉ, ଭୋକରେ ପରିବାର Samaja Live Feb 5, 2021 ଭଞ୍ଜନଗର: ଅଭାବ ଅନାଟନରେ ସନ୍ତୁଳିତ ହୋଇ ଶେଷରେ ଘର ଖଣ୍ଡିକ ହରାଇବାକୁ ପଡିଲା। ଋଣ ଟଙ୍କା ଶୁଝି ନପାରି ଘର ଖଣ୍ଡିକ ବି ବିକ୍ରି କରିଦେଲେ। ଭିଟାମାଟି ଛାଡି ଅନ୍ୟ ଏକ ଗାଁରେ ଚାଳଛପର କରି ପରର ମୂଲ ଲାଗି କୁଟୁମ୍ବ… Read More...
ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍ ଆଜିଠାରୁ Samaja Live Feb 5, 2021 ଚେନ୍ନଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ସର୍ବଦା କ୍ରିକେଟ୍ପ୍ରେମୀଙ୍କୁ ରୋମାଞ୍ଚିତ କରିଥାଏ। ୪ ବର୍ଷ ପରେ ଭାରତ ଗସ୍ତରେ ଆସିଛି ଇଂଲଣ୍ଡ ଦଳ। ୪ ବର୍ଷ ତଳେ ଇଂଲଣ୍ଡ ଏଠାରୁ ୪ଟିଯାକ ଟେଷ୍ଟ ହାରି ଫେରିଥିଲା।… Read More...
ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟ୍ବଲ ବିଶ୍ବକପ୍-୨୦୨୨, ସମ୍ଭାବ୍ୟ ଭାରତୀୟ ଶିବିରରେ ଓଡ଼ିଶାରୁ ଏକମାତ୍ର ଖେଳାଳି… Samaja Live Feb 5, 2021 କଟକ: ଭାରତରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ-୨୦୨୨ ଆୟୋଜିତ ହେବ। ଆୟୋଜକ ଭାରତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ। ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍) ପକ୍ଷରୁ ଭାରତୀୟ ଦଳ ପ୍ରସ୍ତୁତି ଲାଗି… Read More...
୧୦ ବର୍ଷ ବିତିଗଲା, ‘ବିଶାଖା’ ଜମିହରାଙ୍କୁ ମିଳିଲାନି ନ୍ୟାୟ Samaja Live Feb 5, 2021 ରେଙ୍ଗାଲି: ସମ୍ବଲପୁର ଜିଲା ପରମାଣପୁର ପାଖ ନୁଆଁମୁଣ୍ଡାରେ ପ୍ରତିଷ୍ଠା ହୋଇଛି ବିଶାଖା ଆଜବେଷ୍ଟସ କମ୍ପାନୀ। ୧୦ ବର୍ଷ ହେଲା ଚାଲିଥିବା ଏହି ଆଜବେଷ୍ଟସ କାରଖାନା ପରିସରରେ ୧୦ଟି ଆଦିବାସୀ ଏବଂ ପଛୁଆବର୍ଗ ପରିବାର ଜମି… Read More...
ବେଆଇନ ଶାମୁକା ବ୍ୟବସାୟର ପେଣ୍ଠସ୍ଥଳ ବାଲିଆପାଳ ଉପକୂଳ Samaja Live Feb 5, 2021 ମଧୁପୁରା: ବାଲେଶ୍ବରର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ବଢ଼ି ଚାଲିଛି ବେଆଇନ ଶାମୁକା ବ୍ୟବସାୟ। ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ପଞ୍ଚାୟତଗୁଡ଼ିକରେ କିଛି ଅସାଧୁ ବ୍ୟକ୍ତି ଏଭଳି ବ୍ୟବସାୟ ଚଳାଇଛନ୍ତି। ଶାମୁକା ସବୁ… Read More...
ତିୱତିଆ-ରିଦ୍ଧି ନିର୍ବନ୍ଧ ସମ୍ପନ୍ନ Samaja Live Feb 5, 2021 ଫରିଦାବାଦ୍: ଆଇପିଏଲ୍ ୨୦୨୦ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଦଳ ତରଫରୁ ଖେଳି ବିସ୍ଫୋରକ ବ୍ୟାଟିଂରେ ଦର୍ଶକଙ୍କୁ ବିମୋହିତ କରିଥିବା ରାହୁଲ ତିୱତିଆ ଓ ରିଦ୍ଧିଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ଗୁରୁବାର ତିୱତିଆ… Read More...
ଦାଦନ ମୁକ୍ତ ଗାଁ ଗୁଞ୍ଜିଗୁଡ଼ା Samaja Live Feb 5, 2021 ଜୟପୁର: ପଛୁଆ ଅଞ୍ଚଳ ଭାବେ ପରିଚିତ କୋରାପୁଟ ଜିଲାର ଦାଦନମୁକ୍ତ ଗାଁ ଗୁଞ୍ଜିଗୁଡା। ଏହି ଗାଁକୁୁ ଗମନାଗମନର ସୁବିଧା ନ ଥିଲେ ହେଁ ଲୋକେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଲୋକଙ୍କୁ କୁଲି କାମ ପାଇଁ ସୁଯୋଗ ମିଳୁନି। ତଥାପି… Read More...
‘ହୁ’ ମାନଚିତ୍ରରେ ଜାମ୍ମୁ-କାଶ୍ମୀର ଭିନ୍ନ; ପ୍ରତିବାଦ କଲା ଭାରତ Samaja Live Feb 5, 2021 ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ୱେବ୍ସାଇଟ୍ରେ ଭାରତ ତଥା ଜାମ୍ମୁ-କାଶ୍ମୀର ଓ ଲଦାଖର ତ୍ରୁଟିପୂର୍ଣ୍ଣ ନକ୍ସା ପ୍ରଦର୍ଶନ କରିଛି। ଭାରତ ମାନଚିତ୍ରରେ ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳକୁ ଭିନ୍ନ ରଙ୍ଗରେ… Read More...
୨୨୪ ମହିଳା ଚାଷୀଙ୍କୁ ଦେଖାଇଲେ ରୋଜଗାରର ବାଟ Samaja Live Feb 5, 2021 ଭବାନୀପାଟଣା: ମହିଳାମାନେ ଯେ କୌଣସି ଗୁଣରେ ପୁରୁଷମାନଙ୍କଠାରୁ କମ ନୁହନ୍ତି ଏହା ପ୍ରମାଣିତ କରି େଦଖାଇଛନ୍ତି କଳାହାଣ୍ଡି ଜିଲାର ଏକ କୃଷକ ପରିବାରରୁ ଆସିଥିବା ମହିଳା କାମିନୀ। କଳାହାଣ୍ଡି ଅଞ୍ଚଳର ଜଣେ ମହିଳା… Read More...
୮ରେ ରମାଦେବୀ ଆସିବେ ମୁଖ୍ୟମନ୍ତ୍ରୀ Samaja Live Feb 5, 2021 ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଆସନ୍ତା ୧୭ରେ ଆସିବ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ଟିମ୍। ବହୁ ପ୍ରତୀକ୍ଷିତ ୟୁଜିସିର ୧୨(ବି) ସାର୍ଟିଫିକେସନ୍ ପାଇଁ ଏହି ଟିମ୍ ସଦସ୍ୟ ଗସ୍ତ କରିବେ।… Read More...
ପଟିଆ କଲେଜରେ ଉଚ୍ଚଶିକ୍ଷାମନ୍ତ୍ରୀ Samaja Live Feb 5, 2021 ଚନ୍ଦ୍ରଶେଖରପୁର: ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଏକ ଉଦଘାଟନୀ ଉତ୍ସବରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ରଜତ ଜୟନ୍ତୀ ମୁଖ୍ୟଦ୍ବାରକୁ ଉଦ୍ଘାଟନ କରିଥିଲେ। ଫଣି ବାତ୍ୟା ଯୋଗୁଁ… Read More...
ଶୁକ୍ରବାର ରାଶିଫଳ ( ୦୫-୦୨-୨୦୨୧ ) Samaja Live Feb 5, 2021 ମେଷ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସୁଖକର ଘଟଣା ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ। ବୃଷ:… Read More...
କମ୍ପାନୀ କୁକୁଡା ବିକ୍ରି ଅଭିଯୋଗରେ ୩ ଗିରଫ Samaja Live Feb 4, 2021 ପିପିଲି: ଚୁକ୍ତିପତ୍ର ଖିଲାପ କରି ଏକ କଂପାନୀର ୨ହଜାର କୁକୁଡାକୁ ବଜାରରେ ବିକ୍ରି କରିଦେବା ମାମଲାରେ ପିପିଲି ପୁଲିସ ଆଜି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସିଉଳା… Read More...
ବଜେଟ୍-୨୦୨୧: କ୍ଷତି ସହିବ କିଏ ?…. ଲାଭ କାହାର ? Samaja Live Feb 2, 2021 କ୍ଷତି ସହିବ କିଏ ? ବଜେଟରେ କ୍ଷତି ସହିବା କ୍ଷେତ୍ର ମଧ୍ୟରେ ରହିଛି ବଣ୍ଡ ବଜାର, ଆମଦାନୀ, କୃଷକ ଓ ଗ୍ରାମୀଣ ଭାରତ, ଆଇଟି କ୍ଷେତ୍ର ଇତ୍ୟାଦି। ନୂଆ ଆର୍ଥିକ ବର୍ଷରେ ସଭରେନ୍ ବଣ୍ଡ ଭାବେ ୧୬୪ ବିଲିୟନ ଡଲାର ଋଣ… Read More...
ମ୍ୟାଁମାର ସେନାର ବିଦ୍ରୋହ Samaja Live Feb 2, 2021 ୟାଙ୍ଗୁନ୍: ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଅଙ୍ଗ୍ ସାନ୍ ସୁ କି’ଙ୍କ ସରକାର ବିରୋଧରେ ମ୍ୟାଁମାର୍ ସେନା ବିଦ୍ରୋହ କରିଛି। ସୁ କି’ଙ୍କୁ ସେନା ପଦଚ୍ୟୁତ କରିବା ସହ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି।… Read More...
ଶୁକସାରୀ ଦେଉଳ ପାର୍ଶ୍ବରେ ପ୍ରତ୍ନତତ୍ତ୍ବର ଖନନ ଜାରି Samaja Live Feb 2, 2021 ଭୁବନେଶ୍ବର: ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୋମବାର ଶୁକସାରୀ ଦେଉଳ ପାର୍ଶ୍ବରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଖନନ ସମୟରେ ସାରୀ ଦେଉଳର ଉତ୍ତର ପୂର୍ବ କୋଣରେ ଆଉ ଏକ ମନ୍ଦିରର ଭଗ୍ନାବଶେଷ… Read More...
ୟୁନିଟ୍-୧ ହାଟରେ ଆଦାୟ ହେଉନି ପାର୍କିଂ ଫି’ , ୨୦ ଲକ୍ଷ ରାଜସ୍ବ କ୍ଷତି Samaja Live Feb 2, 2021 ଭୁବନେଶ୍ବର: ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ୧ ନମ୍ବର ହାଟରୁ ପାର୍କିଂ ଫି’ ଆଦାୟ ନହେବା ଯୋଗୁଁ ବିଏମ୍ସି ବିଗତ ୧୮ ମାସ ମଧ୍ୟରେ ପ୍ରାୟ ୨୦ ଲକ୍ଷ ଟଙ୍କା ରାଜସ୍ବ ହରାଇଥିବା ସୂଚନା ମିଳିଛି। ହାଟ ଭିତର ପାର୍କିଂ… Read More...
ସୁପରମାର୍କେଟ୍ରେ କଦଳୀପତ୍ର ବ୍ୟାଗ୍ Samaja Live Feb 2, 2021 ପରିବେଶ ପ୍ରଦୂଷଣ ବଢ଼ିବା ଦେଖି ଏବେ ସୁପର୍ ମାର୍କେଟ୍ଗୁଡ଼ିକ ସଚେତନତା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଥାଇଲାଣ୍ଡର ସମସ୍ତ ସୁପରମାର୍କେଟ୍ ଜାନୁଆରୀ ପ୍ରଥମ ସପ୍ତାହରୁ ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ଏବେ… Read More...
ବିରାଟଙ୍କୁ କିଭଳି ଆଉଟ୍ କରିବ ଇଂଲଣ୍ଡ ଜାଣେନାହିଁ: ମୋଇନ୍ Samaja Live Feb 2, 2021 ଚେନ୍ନଇ: ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭ୍ରମଣକାରୀ ଦଳର ଅଲ୍ରାଉଣ୍ଡର ମୋଇନ୍ ଅଲୀ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ ମନ୍ତବ୍ୟ ରଖିଛନ୍ତି। ବିରାଟଙ୍କୁ ପ୍ରଶଂସା କରି ମୋଇନ୍… Read More...
ଇଞ୍ଜେକ୍ସନ୍ ନେବାର ୧୦ ମିନିଟ୍ ପରେ ମୃତ୍ୟୁ, ‘ସଂସାର ଗଢ଼ିବା ପୂର୍ବରୁ ଚାଲିଗଲେ ସିଦ୍ଧି’ Samaja Live Feb 2, 2021 ଭୁବନେଶ୍ବର: ଦିନକ ପରେ ଯାଇଥାନ୍ତେ ଝିଅ ଦେଖିବା ପାଇଁ। ବାହାଘର ନିମନ୍ତେ ମଧ୍ୟସ୍ଥି ତାରିଖ ଠିକ୍ କରିଥିଲେ। ପରିବାର ଲୋକେ ମଧ୍ୟ ପ୍ରସ୍ତୁତ ଥିଲେ। ହେଲେ ବିଧିର ବିଧାନ ଥିଲା ଆଉ କିଛି। ସମସ୍ତଙ୍କୁ ପର କରି ଚାଲିଗଲେ… Read More...
୨୦୨୧ ବଜେଟ୍ ପ୍ରତିକ୍ରିୟା Samaja Live Feb 2, 2021 ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କେନ୍ଦ୍ର ବଜେଟ୍ ୨୦୨୧-୨୨କୁ ‘ଆତ୍ମନିର୍ଭର ଭାରତ’ ପାଇଁ ପ୍ରଶଂସା କରିଛନ୍ତି ଏବଂ ଏହା ଅର୍ଥନୀତିକୁ ମଜଭୁତ କରିବ ବୋଲି କହିଛନ୍ତି।… Read More...
ବ୍ୟାଙ୍କ୍ ଏସ୍ଏମ୍ଏସ୍ ଜଣାଏ ପୁଅ ଜୀବିତ Samaja Live Feb 2, 2021 ନିଜ ଦୁନିଆରେ ମସଗୁଲ୍ ଥିବା ଆମ ଭଳି ସ୍ବାର୍ଥୀ ମଣିଷ ଅନ୍ୟର କଷ୍ଟକୁ ବୁଝିନଥାଉ। ଜୀବନ ସଂଗ୍ରାମରେ କିଏ, କ’ଣ କରୁଛି, ଜାଣିଲେ ସାଧାରଣ ଲୋକ ଆଖିରେ ମଧ୍ୟ ଲୁହ ଆସିଯିବ। ୨୦୧୯ ଅକ୍ଟୋବରର ଏଇ ଘଟଣାଟି, ଜମ୍ମୁର ଜଣେ… Read More...
ଇଂଲଣ୍ଡ ଗୋଟିଏ ବି ଟେଷ୍ଟ ଜିତିପାରିବ ନାହିଁ: ଗମ୍ଭୀର Samaja Live Feb 2, 2021 ମୁମ୍ବଇ: ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବାକୁ ଥିବା ବେଳେ ଇଂଲଣ୍ଡ ଦଳ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୋଇପାରିବ ନାହିଁ ବୋଲି ମତ… Read More...
ହସ୍ପିଟାଲରେ ବାଟ ହୁଡ଼ିଛି ଅଗ୍ନିନିରାପତ୍ତା Samaja Live Feb 2, 2021 ଭୁବନେଶ୍ୱର: କଟକର ଏକ ଘରୋଇ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ପରେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୌଣସି ଅଘଟଣ… Read More...
ଘରେ ସ୍ମାର୍ଟ ଠିକଣା, ମାର୍ଚ୍ଚ ସୁଦ୍ଧା ସରିବ ସର୍ବେକ୍ଷଣ Samaja Live Feb 2, 2021 ଭୁବନେଶ୍ବର: ଲୋକଙ୍କ ଘରେ ଲାଗିଲା ସ୍ମାର୍ଟ ଠିକଣା। କଲୋନୀର ପ୍ରତି ଘରକୁ ଗୋଟିଏ ଡିଜିଟାଲ ନମ୍ବରରେ ଯୋଡ଼ିିବା ନେଇ ଗତ ଜୁନ୍ରେ ବିଏମ୍ସି ପ୍ରକ୍ରିୟା ଆରମ୍ଭ କରିଥିଲା। ହେଲେ କରୋନା ନିମେନ୍ତ ସର୍ବେକ୍ଷଣରେ… Read More...
ଭାରତରେ ବଜେଟ ଉପସ୍ଥାପନ କରି ଲିୟାକତ୍ ହୋଇଥିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ Samaja Live Feb 2, 2021 ୧୮୬୦ ମସିହା ଏପ୍ରିଲ ୭ ତାରିଖ ସନ୍ଧ୍ୟା ୫ଟାରେ ଭାରତର ସର୍ବପ୍ରଥମ ବଜେଟ୍ ଆଗତ କରିଥିଲେ ଇଂରେଜ ଶାସକ ଜେମ୍ସ ୱିଲ୍ସନ। ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠିତ ହୋଇଥିଲା।… Read More...
କଫିରେ କେଶର ଯତ୍ନ Samaja Live Feb 2, 2021 କଫି ପାନୀୟ ଭାବେ ଯେତିକି ଲୋକପ୍ରିୟ, କେଶ ଓ ତ୍ବଚାର ଚର୍ଚ୍ଚାରେ ମଧ୍ୟ ଏହାର ଉପଯୋଗ ହୁଏ। ବିଉଟିସିଆନ୍ଙ୍କ ପରାମର୍ଶ ନେଇ କଫିକୁ ନିୟମିତ ଭାବେ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ବ୍ୟବହାର କରିପାରିବେ। -କଫି ୨ ଛୋଟ ଚାମଚ… Read More...
ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ: ୫୦% ଦର୍ଶକଙ୍କୁ ଅନୁମତି Samaja Live Feb 2, 2021 ଚେନ୍ନଇ: ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ଏଠାରେ ଆସନ୍ତା ୧୩ରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ପ୍ରତିଦିନ ଷ୍ଟାଡ଼ିୟମ ସିଟ୍ ସଂଖ୍ୟାର ୫୦% ଦର୍ଶକ ଉପସ୍ଥିତ ରହିବେ ବୋଲି… Read More...
ମଙ୍ଗଳବାର ରାଶିଫଳ ( ୦୨-୦୨-୨୦୨୧ ) Samaja Live Feb 2, 2021 ମେଷ: ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ବଦଖର୍ଚ୍ଚୀ ହୋଇପାରନ୍ତି। ବୃଷ:… Read More...
ଓଡିଆ ଚଳଚ୍ଚିତ୍ର ‘ଅସ୍ତରାଗ’ର ଗୀତିକାର ଓ ବାଦ୍ୟକାର କୃପାସିନ୍ଧୁ ଗୁରୁଙ୍କ ପରଲୋକ Samaja Live Feb 2, 2021 ସମ୍ବଲପୁର: ବିଖ୍ୟାତ ଓଡିଶା ଚଳଚ୍ଚିତ୍ର ‘ଅସ୍ତରାଗ’ର ଗୀତିକାର ଗୀତିକାର ତଥା ବାଦ୍ୟକାର କୃପାସିନ୍ଧୁ ଗୁରୁ ଙ୍କ ୭୯ ବର୍ଷ ବୟସରେ ସୋମବାର ସକାଳୁ ପରଲୋକ ହୋଇଯାଇଛି। ସମ୍ବଲପୁରର ଗୁରୁପଡାର ମୂଳ ନିବାସୀ ତଥା ଶୁଭଶ୍ରୀ… Read More...
ପ୍ରଶାସନର ‘ଖେଳ’; ଯାତ୍ରୀଙ୍କ ପାଇଁ ‘କାଳ’:ଅବିଭକ୍ତ କୋରାପୁଟ ଜିଲାରେ ଯାତ୍ରୀ ପରିବହନ ବ୍ୟବସ୍ଥା ଗୁରୁତର Samaja Live Feb 1, 2021 ଭଙ୍ଗା ଦଦରା ଗାଡ଼ି ଉପରେ ବିପଦସଙ୍କୁଳ ସ୍ଥିତିରେ ଯାତ୍ରୀ ପରିବହନ ୨୦୨୦ରେ ରାୟଗଡ଼ା ଜିଲାରେ ୧୦୦, ନବରଙ୍ଗପୁରରେ ୧୦୭ ମୃତ କୋରାପୁଟ (ଟୁକୁନା ଦଳାଇ): କୋରାପୁଟ ଜିଲା କୋଟପାଡ଼ ବ୍ଲକ ମୂର୍ତ୍ତାହାଣ୍ଡି ପଞ୍ଚାୟତ… Read More...
ରକ୍ତ ପରୀକ୍ଷା କେନ୍ଦ୍ରରେ ତାଲା ନ ଖୋଲି ରୋଗୀଙ୍କୁ ଛୁଟି କହିବା ଘଟଣା, ଦିଦିଙ୍କୁ କାରଣ ଦର୍ଶାଅ ନୋଟିସ Samaja Live Feb 1, 2021 ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଉପଖଣ୍ଡ ମେଡିକାଲ ପରିସରରେ ଥିବା ରକ୍ତ ପରୀକ୍ଷା କେନ୍ଦ୍ରକୁ ବହୁ ବିଳମ୍ବରେ ଆସି ଓଲଟା ରୋଗୀଙ୍କୁ ଶନିବାର ଓ ରବିବାର ଆମର ଛୁଟିଦିନ ବୋଲି ଭୁଆଁ ବୁଲାଇବା ଘଟଣା ଦିଦିଙ୍କୁ… Read More...
ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ହାତକୁ ନେଲେ ବିଇଓ Samaja Live Feb 1, 2021 ଆରଡି: ଭଦ୍ରକ ଜିଲାର ପୁରାତନ ବିଦ୍ୟାଳୟ ଭାବେ ପରିଚିତ ଆରଡିପୀଠର ଆଖଣ୍ଡଳମଣି ନୋଡାଲ ବିଦ୍ୟାଳୟକୁ ସୋମବାର ପୋଷ୍ୟ ବିଦ୍ୟାଳୟ ଭାବେ ହାତକୁ ନେଇଥିବା ଚାନ୍ଦବାଲି ବ୍ଲକ ଶିକ୍ଷାଅଧିକାରୀ ପ୍ରଣୟ କୁମାର ନାୟକ ଆଜି… Read More...
ଭିଜିଲାନ୍ସ ଜାଲରେ ଅବକାରୀ ଦମ୍ପତି: ୧.୧୮ କୋଟି ଟଙ୍କା ମୂଲ୍ୟର ସଂପତ୍ତି ଠାବ Samaja Live Feb 1, 2021 ସମ୍ବଲପୁର/ଲଖନପୁର–ସମ୍ବଲପୁର ଓ ଝାରସୁଗୁଡ଼ା ଅବକାରୀ ବିଭାଗରେ କାର୍ଯ୍ୟରତ ଏକ ଅଧିକାରୀ ଦମ୍ପତି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେମାନେ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା… Read More...
କୋରାପୁଟ ଦୁର୍ଘଟଣା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି Samaja Live Feb 1, 2021 ଭୁବନେଶ୍ବର: କୋରାପୁଟରେ ଗତକାଲି ରାତିରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ… Read More...
ବଜେଟରେ ସ୍ବାସ୍ଥ୍ୟ ସେବାକୁ ଦିଆଯିବ ସର୍ବାଧିକ ପ୍ରାଥମିକତା Samaja Live Jan 31, 2021 ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଫେବ୍ରୁଆରୀ ୧ ତାରିଖରେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବେ ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ । ଏହି ବଜେଟରେ ଭାରତ ସରକାର ସ୍ବାସ୍ଥ୍ୟ ସେବା ଉପରେ ସର୍ବାଧିକ… Read More...
ଆକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ: ୧.୩ ଲକ୍ଷ କୋଟି ଟଙ୍କାରେ କିଣାଯିବ ୧୧୪ ଲଢ଼ୁଆ ବିମାନ Samaja Live Jan 31, 2021 ନୂଆଦିଲ୍ଲୀ: ଚୀନ୍-ପାକିସ୍ତାନ ସହ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ନିମନ୍ତେ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଭାରତୀୟ ବାୟୁସେନା ଲାଗି ୧୧୪ଟି ଯୁଦ୍ଧ ବିମାନ କିଣିବାକୁ ଯୋଜନା… Read More...
କୋଭାକ୍ସିନ, କୋଭିସିଲ୍ଡ଼ ପରେ ଆସୁଛି ଆଉ ଏକ କୋଭିଡ଼ ଟୀକା କୋଭୋଭାକ୍ସ: ସୂଚନା ଦେଲେ ସେରମ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଆଦର… Samaja Live Jan 31, 2021 ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭାକ୍ସିନ ଏବେ ଦେଶରେ ବ୍ୟବହାର ଆରମ୍ଭ ହୋଇଛି । ଏହାବ୍ୟତୀତ ଭାରତ ବାୟୋଟେକର କୋଭିସିଲ୍ଡ଼ ମଧ୍ୟ ପ୍ରଦାନ କରାଯାଉଛି । ତେବେ ଆଉ ୫ ମାସ ଅର୍ଥାତ୍ ଜୁନ ମାସ ମଧ୍ୟରେ ଭାରତକୁ ଆଉ ଏକ… Read More...
ପୁଣି ଚର୍ଚାରେ ବମ୍ବେ ହାଇକୋର୍ଟଙ୍କ ରାୟ: ପତ୍ନୀଙ୍କଠାରୁ ଟଙ୍କା ଦାବି କରିବା ଉତ୍ପୀଡ଼ନ ନୁହେଁ Samaja Live Jan 31, 2021 ନାଗପୁର: ବମ୍ବେ ହାଇକୋର୍ଟଙ୍କ ଏକ ରାୟ ଏବେ ନୂଆ ଚର୍ଚା ସୃଷ୍ଟି କରିଛି । ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ପତ୍ନୀଙ୍କ ଆତ୍ମହତ୍ୟା ଅଭିଯୋଗରେ ଅଭିଯୁକ୍ତ ଜଣେ ବ୍ୟକ୍ତିକୁ ମୁକ୍ତ କରିବା ସହ ପତ୍ନୀଙ୍କୁ ଟଙ୍କା ମାଗିବା… Read More...
ବର୍ଷାରେ ଭିଜୁଛି ଧାନ ବସ୍ତା: ଆସୁନି ଟୋକନ୍, ଖୋଲା ଆକାଶ ତଳେ ୯ ଲକ୍ଷ ବସ୍ତା ଧାନ Samaja Live Jan 30, 2021 ବରଗଡ: ବରଗଡ ଜିଲାରେ ଧାନ କିଣା ବିକା ଗତ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିଲା। ୧୮୫ ଟି କେନ୍ଦ୍ରରେ ଧାନ କିଣାବିକା ହେଉଥିଲା। ମାତ୍ର ଏବେ ଅଧିକାଂଶ ପ୍ୟାକ୍ସ ବନ୍ଦ ହେଇଗଲାଣି।ଧାନ କିଣାବିକାରେ ଚାଷୀ ଯେତେ ସଂପୃକ୍ତ… Read More...
ବନ୍ଦ ହେବ ପିପିଲିର ଯୋଗାଣ ନିଗମ ଗୋଦାମ, ଦାନା ବାନ୍ଧୁଛି ଜନ ଆନ୍ଦୋଳନ Samaja Live Jan 30, 2021 ପିପିଲି: ପିପିଲି ବ୍ଲକଛକ ସ୍ଥିତ ଶିରିଆପୁର ମୌଜାରେ ଥିବା ଓଡିଶା ରାଜ୍ୟ ଯୋଗାଣ ନିଗମର ୫ଶହ ମେଟ୍ରିକ୍ ଟନ କ୍ଷମତା ସଂପନ୍ନ ଗୋଦାମ ଗୃହ ଏବେ ବନ୍ଦ ହେବାକୁ ଯାଉଛି। ଚଳିତ ୩୧ ତାରିଖରେ ଏହି ଗୋଦାମକୁ ସଂପୂର୍ଣ୍ଣ ଭାବେ… Read More...
ବଡି କେୟାର ଜିମ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, ୧୦୦ୟୁନିଟ୍ ରକ୍ତ ସଂଗ୍ରହ Samaja Live Jan 30, 2021 ବାଙ୍କୀ: ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ବାଙ୍କୀ ସହର ସ୍ଥିତ ବଡି କେୟାର ଜିମ୍ ଓ ରୋଟ୍ରାକ୍ଟ କ୍ଲବ ବାରବାଟୀର ମିଳିତ ପ୍ରଯୋଜନାରେ ଏକ ରକ୍ତଦାନ ଶିବିର ଶନିବାର ଦିନ ବଡିକେୟାର ଜିମ୍ ପରିସରରେ… Read More...
ଟୋକନ ପାଇ ଧାନ ବିକ୍ରୀ କରି ପାରି ନ ଥିବା ଚାଷୀଙ୍କ ଆନ୍ଦୋଳନ ଧମକ Samaja Live Jan 30, 2021 ଆଗଲପୁର: ସରକାର ଚାଷୀମାନଙ୍କୁ ବିଭିନ୍ନ ପ୍ରତ୍ସାହନ ଦେଇ ଚାଷୀମାନଙ୍କ ଆୟକୁ ୨ ଗୁଣ କରିବା ପାଇଁ ପ୍ରଚାର ପ୍ରସାର କରୁଛନ୍ତି। କିନ୍ତୁ ବର୍ତ୍ତମାନ ଆଗଲପୁର ବ୍ଲକରେ ଥିବା ୧୩ଟି ପେକ୍ସରେ ହଜାର ହଜାର କ୍ୟୁଣ୍ଟାଲ ଧାନ… Read More...
ସେଭଏଲିଫ୍ୟାଣ୍ଟ ଫାଉଣ୍ଡେସନ ପକ୍ଷରୁ ହାତୀସାଥି ବୈଠକ Samaja Live Jan 30, 2021 ଗୁରୁଡିଝାଟିଆ: ଜନସାଧାରଣଙ୍କ ଆତ୍ମିକ ସଂପୃକ୍ତି ସଫଳତାରର ଅନ୍ୟତମ ଉତ୍ସ। ଆଠଗଡ ବନଖଣ୍ଡରେ ଜନସାଧାରଣଙ୍କ ସଂପୃକ୍ତି ଫଳରେ ଏବେ ହାତୀ-ମଣିଷ ଲଢେଇ ପ୍ରାୟ ଆଉ ନାହିଁ। ଏ କ୍ଷେତ୍ରରେ ହାତୀସାଥି ବାହିନୀର ଭୂମିକା ବେଶ… Read More...
ହରିରାଜପୁର ପଞ୍ଚାୟତରେ ଉନ୍ନୟନ ମୂଳକ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ବିଧାୟକ Samaja Live Jan 30, 2021 ବାଙ୍କୀ: ଶନିବାର ଅପରାହ୍ନରେ ମହାତ୍ମା ଗାନ୍ଧିଙ୍କ ମହା ପ୍ରୟାଣ ଦିବସ ଅବସରରେ ହରିରାଜପୁର ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ ବିଧାୟକ ଦେବୀରଞ୍ଜନ… Read More...
ଅଜଣା ରୋଗରେ ଆକ୍ରାନ୍ତ ସଞ୍ଜୟ; ଚିକିତ୍ସା ପାଇଁ ଅର୍ଥ ବାଧକ, ସହାୟତା ପାଇଁ ନିବେଦନ Samaja Live Jan 30, 2021 ପାଟଣା: ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ରାଜନଗର ଗ୍ରାମର ସଞ୍ଜୟ ବେହେରା (୧୭) ନାମକ ଜଣେ ନାବାଳକ ଅର୍ଥ ଅଭାବରୁ ଚିକିତ୍ସା ସୁବିଧା ନପାଇ ଅଧାରୁ ପାଠ ପଢା ଛାଡ଼ି ଘରେ ପଡି ରହିଛନ୍ତି। ସଞ୍ଜୟ ନାୟକଙ୍କ ପକ୍ଷେ ସିଧା ହୋଇ… Read More...