www.samajalive.in
Saturday, December 6, 2025
14.1 C
Bhubaneswar

ମିସ ଇଣ୍ଡିଆ ଟିନ୍‌ ୟୁନିଭର୍ସ ୨୦୨୧ ପ୍ରତିଯୋଗିତା, ପ୍ରଥମ ସ୍ଥାନରେ ପ୍ରୀତିକା ଓ ଦ୍ୱିତୀୟରେ ତମନ୍ନା

ନୂଆଦିଲ୍ଲୀ: ଭାଇରସ ଫିଲମ୍ସଦ୍ୱାରା ଦିଲ୍ଲୀର ପାମ୍‌ ଗ୍ରୀନ୍‌ ରିସର୍ଟରେ ଫେବୃଆରୀ ୧୨ରୁ ୧୪ ମଧ୍ୟରେ ତିନିଦିନ ଧରି ଆୟୋଜିତ ମିସ୍‌ ଟିନ୍‌ ଇଣ୍ଡିଆ ୟୁନିଭର୍ସ ୨୦୨୧ ପ୍ରତିଯୋଗିତାରେ ଓଡ଼ିଆ ଝିଅ ପ୍ରିତିକା ଜେନା ପ୍ରଥମ ଓ ତମନ୍ନା ଦାଶ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଭୂବନେଶ୍ୱର ୟୁନିଟ ୮ ଡିଏଭି ବିଦ୍ୟାଳୟର ଷ୍ଟାଣ୍ଡାର୍ଡ ୯ମରେ ପ୍ରତିକା ଜେନା ପଢ଼ୁଛନ୍ତି। ସେହିପରି ତମନ୍ନା ଭୂବନେଶ୍ୱରର ବକ୍ସି ଜଗବନ୍ଧୁ ଇଂରାଜୀ ମିଡିଅମ୍‌ ବିଦ୍ୟାଳୟ ଷ୍ଟାଣ୍ଡାର୍ଡ ୮ରେ ଅଧ୍ୟୟନ କରୁଛନ୍ତି। ମିସ୍‌ ଟିନ୍‌ ଇଣ୍ଡିଆ ୟୁନିଭର୍ସର୍ ୨୦୧୯ ବିଜୟୀନି ଲାବଣ୍ୟା ଦାସଙ୍କ ତତ୍ୱବଧାନତାରେ ଉଭୟ ପ୍ରୀତିକା ଓ ତମନ୍ନା ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସର୍ବଭାରତୀୟସ୍ତରରୁ ସମୁଦାୟ ୭୫ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories