www.samajalive.in
Monday, December 15, 2025
24.1 C
Bhubaneswar

ଆଠଗଡ଼ ବିକାଶମଞ୍ଚ ପକ୍ଷରୁ ବନ୍ୟାଞ୍ଚଳରେ ପାଠ୍ୟ ଉପକରଣ ବଣ୍ଟନ

ତିଗିରିଆ :  ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ବନ୍ୟା ପ୍ରପୀଡ଼ିତ ଗଦାଧରପୁର ପଞ୍ଚାୟତର ରଘୁରାମପୁର ଗ୍ରାମରେ ସୋମବାର ବନ୍ୟା ବିପନ୍ନ ପରିବାରର ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। ବନ୍ୟାରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏପରିକି ଅନେକ ଗରିବ ପରିବାରର ପିଲାଙ୍କ ଘରେ ବନ୍ୟାଜଳ ପଶି ପିଲାଙ୍କ ବହି ବସ୍ତାନୀ ନଷ୍ଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିକାଶମଞ୍ଚର ସଭାପତି ମାନସ ବସ୍ତିଆ ସୋମବାର ରଘୁରାମପୁର ଗ୍ରାମରେ ଖାତା ଏବଂ କଲମ ବଣ୍ଟନ କରିଥିଲେ । ଏହି ଗ୍ରାମରେ ବନ୍ୟାଜଳ ସମସ୍ତଙ୍କ ବାସଗୃହରେ ପ୍ରବେଶ କରିବା ସହିତ ଗାଁ ରାସ୍ତାରେ ୩-୪ ଫୁଟର ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଗ୍ରାମ ମୁରବୀ ତ୍ରିଲୋଚନ ସାମଲ ଉପସ୍ଥିତ ରହିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories