www.samajalive.in
Monday, December 15, 2025
26.1 C
Bhubaneswar

ରାହୁ-କେତୁ,ଶନି ଦଶାରୁ ମୁକ୍ତି ଦିଏ ଏହି ରୁଦ୍ରାକ୍ଷ : ଏମିତି କରନ୍ତୁ ଧାରଣ..

ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ଅନେକ ମହତ୍ତ୍ୱ ରହିଛି। ଶିବ ପୁରାଣ ଅନୁଯାୟୀ, ରୁଦ୍ରାକ୍ଷର ଉତ୍ପତି ଭଗବାନ ଶିବଙ୍କ ଅଶ୍ରୁରୁ ତିଆରି ହୋଇଛି। ପ୍ରାଚୀନ କାଳରୁ ଏହାକୁ ଆଭୂଷଣ ଭାବେ ମଧ୍ୟ ଧାରଣ କରାଯାଏ। ଶାସ୍ତ୍ରରେ ୧୯ ମୁଖୀ ରୁଦ୍ରାକ୍ଷର ବର୍ଣ୍ଣନା କରାଯାଇଛି। ମାତ୍ର ଅଷ୍ଟମୁଖୀ ରୁଦ୍ରାକ୍ଷର ଧାରଣ କରିବା ଦ୍ୱାରା ୩ଟି ଗ୍ରହଙ୍କ ଦୋଷ ଦୂର ହେବା ସହ ଅନେକ ସମସ୍ୟା ଦୂର ହୋଇଥାଏ। ଏହାକୁ ଧାରଣ କରିବାର ବିଧି ବିଷୟରେ ଜାଣନ୍ତୁ..

ରୁଦ୍ରାକ୍ଷ ଉପରେ ଯେତୋଟି ଗାର ଥାଏ, ତାହାକୁ ସେତେ ମୁଖୀ ରୁଦ୍ରାକ୍ଷ କୁହାଯାଏ। ରୁଦ୍ରାକ୍ଷ ଗଛରୁ ମିଳିଥାଏ। ଅଷ୍ଟମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ରାହୁ-କେତୁ ଓ ଶନିଦୋଷରୁ ମୁକ୍ତି ମିଳିଥାଏ। ଯେଉଁମାନଙ୍କ ଜାତକରେ ଶନି ଦୁର୍ବଳ ରହିଛନ୍ତି କିମ୍ବା ଶନି ଦଶା ଚାଲିଛି, ସେମାନେ ରୁଦ୍ରାକ୍ଷ ଧାରଣ କରିବା ଉଚିତ୍‌‌। ଏହାଦ୍ୱାରା ଅନେକ ଶୁଭଫଳ ମିଳିବା ସହ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ।

ସିଧାସଳଖ ଫ୍ରିଜ୍‌‌ ପାଣି ପିଉଥିଲେ ସାବଧାନ ; ହୃଦଘାତ ସହ ହେବ ଏସବୁ ରୋଗ!

- Advertisement -

ଯେଉଁ ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ-କେତୁ ଦୁର୍ବଳ ରହିଛନ୍ତି, ଏହାସହ ଜାତକରେ କାଳସର୍ପ ଦୋଷ ରହିଛି, ସେମାନେ ମଧ୍ୟ ଅଷ୍ଟମୁଖୀ ରୁଦ୍ରାକ୍ଷ ଧାରଣ କରି ପାରିବେ। ଏହାସହ ଅଷ୍ଟମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଧନ-ସମ୍ପତ୍ତି ପ୍ରାପ୍ତି ହୋଇଥାଏ। ବ୍ୟବସାୟରେ ଉନ୍ନତି ପାଇଁ ମଧ୍ୟ ଧାରଣ କରି ପାରିବେ।

ଜଳୁଛି ରାଜଧାନୀ ; ସାଢେ ୧୧ଟା ସୁଦ୍ଧା ୩୯.୮ ଡିଗ୍ରୀ

ଅଷ୍ଟମୁଖୀ ରୁଦ୍ରାକ୍ଷକୁ ଗଳାରେ ଧାରଣ କରି ପାରିବେ। ଏହାକୁ ସୋମବାର ଦିନ ଧାରଣ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ। ଧାରଣ କରିବା ପୂର୍ବରୁ ଗାଈର କଞ୍ଚା କ୍ଷୀରରେ ଓ ଗଙ୍ଗାଜଳରେ ଏହାକୁ ଧୋଇ ଏହାପରେ ଶିବଲିଙ୍ଗରେ ସ୍ପର୍ଶ କରି ଧାରଣ କରନ୍ତୁ। ମନ୍ତ୍ର ମଧ୍ୟ ଉଚ୍ଚାରଣ କରନ୍ତୁ।

କୋଲେଷ୍ଟେରୋଲ୍‌‌ ପାଇଁ ଚିନ୍ତିତ କି? ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ୨ଟି ଜିନିଷ..

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories