କୋଲେଷ୍ଟେରୋଲ୍‌‌ ପାଇଁ ଚିନ୍ତିତ କି? ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ୨ଟି ଜିନିଷ..

ବର୍ତ୍ତମାନ ସମୟରେ ଉଚ୍ଚ କୋଲେଷ୍ଟେରୋଲ୍‌‌ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖା ଯାଉଛି। କମ୍‌‌ ବୟସ୍କଙ୍କ ଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି। ଶରୀରରେ ଏହାର ମାତ୍ରା ବୃଦ୍ଧି ହେବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟାକୁ ଏହା ସୃଷ୍ଟି କରିଥାଏ। କୋଲେଷ୍ଟେରୋଲ୍‌‌ ଅଧିକ ବୃଦ୍ଧି ହେବା ଦ୍ୱାରା ହୃଦଘାତ ଓ ଷ୍ଟ୍ରୋକ୍‌‌ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ କୋଲେଷ୍ଟେରୋଲ୍‌‌ ନିୟନ୍ତ୍ରଣରେ ରହିବା ନିତାନ୍ତ ଆବଶ୍ୟକ। ଏଥିପାଇଁ ଔଷଧ ସେବନ କରାଯାଏ। ମାତ୍ର କିଛି ଏପରି … Continue reading କୋଲେଷ୍ଟେରୋଲ୍‌‌ ପାଇଁ ଚିନ୍ତିତ କି? ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ୨ଟି ଜିନିଷ..