ଅସ୍ମିତା ଫୁଟବଲ ଲିଗ୍, ଓଡିଏମ୍ ଏବଂ କିଟ୍ ଓ କିସ୍ ବିଜୟୀ

ଡେସ୍କ: ୧୩ ବର୍ଷରୁ କମ ମହିଳା ଅସ୍ମିତା ଫୁଟବଲ ଲିଗର ତୃତୀୟ ଦିବସ ଶୁକ୍ରବାର କଟକ ବିଡାନାସୀ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ଓଡିଏମ୍ ଫୁଟବଲ୍ ସ୍କୁଲ ୬-୦ ଗୋଲରେ ଫାଲକନ୍ ବାଳିକା ଏଫସିକୁ ପରାସ୍ତ କରିଥିବା ବେଳେ ଅନ୍ୟ ଏକ ମ୍ୟାଚରେ କିଟ୍ ଓ କିସ୍ ୭-୦ ଗୋଲରେ କିସ୍ ଓ କିଟକୁ ପରାସ୍ତ କରିଛି।
Comments are closed.