ଆଫଗାନିସ୍ତାନରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୨୦୦ ଟପିଲା

ଡେସ୍କ: ଆଫଗାନିସ୍ତାନରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୨୦୦ ଅତିକ୍ରମ କରିଛି ବୋଲି ଜାତିସଂଘ କହିଛି। କେବଳ ଉତ୍ତର ପ୍ରଦେଶ ବାଘଲାନରେ ୬୨ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି। ବାଘଲାନରେ ବନ୍ୟା ପରିସ୍ଥିତି ଲାଗି ରହିଥିବା ବେଳେ ସାଧାରଣ ଜନଜୀବନ ବାଧାପ୍ରାପ୍ତ ହୋଇଛି।

ଶକ୍ତିଶାଳୀ ସୌର ଝଡ଼ – ଉପଗ୍ରହ ଏବଂ ପାୱାର ପ୍ଲାଣ୍ଟ କାର୍ଯ୍ୟ ପ୍ରଭାବିତ

prayash

ଉତ୍ତର-ପୂର୍ବ ବଦାଖାନ୍ ପ୍ରଦେଶ ଏବଂ କେନ୍ଦ୍ରୀୟ ଘୋର ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ତିସ୍କାନ ଜିଲ୍ଲାରେ ମଧ୍ୟ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଏହି ଜିଲ୍ଲାକୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ବିଚ୍ଛିନ୍ନତାବାଦକୁ ସମର୍ଥନ କରିବା ସ୍ୱାଧୀନତା ନୁହେଁ – ଜୟଶଙ୍କର

kalyan agarbati

Comments are closed.