ଶକ୍ତିଶାଳୀ ସୌର ଝଡ଼ – ଉପଗ୍ରହ ଏବଂ ପାୱାର ପ୍ଲାଣ୍ଟ କାର୍ଯ୍ୟ ପ୍ରଭାବିତ
ଡେସ୍କ: ଶୁକ୍ରବାର ରାତିରେ ଏକ ଅସାଧାରଣ ଏବଂ ଶକ୍ତିଶାଳୀ ସୌର ଝଡ଼ ଯୋଗୁଁ ଅଷ୍ଟ୍ରେଲିଆରୁ ବ୍ରିଟେନ ପର୍ଯ୍ୟନ୍ତ ବଜ୍ରପାତ ହୋଇଥିଲା। ଅକ୍ଟୋବର ୨୦୦୩ର ହାଲୋୱିନ୍ ବାତ୍ୟା ପରେ ଏହା ସବୁଠାରୁ ଶକ୍ତିଶାଳୀ ବାତ୍ୟା ବୋଲି ବିବେଚନା କରାଯାଉଛି। ସୂର୍ଯ୍ୟଙ୍କ ବାହ୍ୟ ଖୋଲର ଚୁମ୍ବକୀୟ କ୍ଷେତ୍ର ଓ ପ୍ଲାଜମା ଅଧିକ ମାତ୍ରାରେ ବାହାରୁଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥାଏ। ଅନେକ ସ୍ଥାନରେ ଯୋଗାଯୋଗ ନେଟୱାର୍କ, ଉପଗ୍ରହ ଏବଂ ପାୱାର ପ୍ଲାଣ୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି। ଆଗାମୀ ଦିନରେ ଏଭଳି … Continue reading ଶକ୍ତିଶାଳୀ ସୌର ଝଡ଼ – ଉପଗ୍ରହ ଏବଂ ପାୱାର ପ୍ଲାଣ୍ଟ କାର୍ଯ୍ୟ ପ୍ରଭାବିତ
Copy and paste this URL into your WordPress site to embed
Copy and paste this code into your site to embed