ବିଚ୍ଛିନ୍ନତାବାଦକୁ ସମର୍ଥନ କରିବା ସ୍ୱାଧୀନତା ନୁହେଁ – ଜୟଶଙ୍କର
ଡେସ୍କ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ସୁବ୍ରମଣ୍ୟମ ଜୟଶଙ୍କର କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତାର ଅର୍ଥ ବିଚ୍ଛିନ୍ନତାବାଦକୁ ସମର୍ଥନ କରିବାର ସ୍ୱାଧୀନତା ନୁହେଁ। କାନାଡାରେ ବିଚ୍ଛିନ୍ନତାବାଦ ଘଟଣା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ବିଚ୍ଛିନ୍ନତାବାଦ ଏବଂ ହିଂସାକୁ ଖୋଲାଖୋଲି ସମର୍ଥନ କରୁଥିବା ଉଗ୍ରବାଦୀ ତତ୍ତ୍ୱମାନେ କାନାଡା ରାଜନୀତିରେ ପୃଷ୍ଠପୋଷକତା ଲାଭ କରନ୍ତି। ଗତକାଲି ଏକ ସମ୍ବାଦ ସଂସ୍ଥା ସହ କଥାବାର୍ତ୍ତା କରି ଡ. ଜୟଶଙ୍କର କହିଛନ୍ତି ଯେ କାନାଡା ରାଜନୀତିରେ କିଛି ପ୍ରମୁଖ ବ୍ୟକ୍ତିତ୍ୱ … Continue reading ବିଚ୍ଛିନ୍ନତାବାଦକୁ ସମର୍ଥନ କରିବା ସ୍ୱାଧୀନତା ନୁହେଁ – ଜୟଶଙ୍କର
Copy and paste this URL into your WordPress site to embed
Copy and paste this code into your site to embed