www.samajalive.in
Sunday, December 7, 2025
26.1 C
Bhubaneswar

ଆତଙ୍କବାଦୀ ମୁକାବିଲା ପାଇଁ ରାଜଧାନୀ ମଲ୍‌ରେ ମକଡ୍ରିଲ

ଭୁବନେଶ୍ୱର : ସମୁଦ୍ରପଥ ଦେଇ ପାକିସ୍ତାର କିଛି କମାଣ୍ଡୋ ଭାରତକୁ ଅନୁପ୍ରବେଶ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଆତଙ୍କବାଦୀ ଆକ୍ରମଣ ମୁକାବିଲା କରିବା ପାଇଁ ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ଏକ ବଡ଼ ସପିଂ ମଲରେ ମକଡ୍ରିଲ କରାଯାଇଛି । ଏହି ମକଡ୍ରିଲରେ ଏନଡିଆରଏଫ, ଓଡିଆରଏଏଫ, ବମ୍‌ ସ୍କ୍ୱାଡ୍, ଆଣ୍ଟି ଟେରୋରିଜିମ ସ୍କ୍ୱାଡ୍ ଓ ଅଗ୍ନିଶମ ଟିମ୍ ସାମିଲ ହୋଇଥିଲେ । ଆତଙ୍କବାଦୀଙ୍କୁ କିପରି ଧରିହେବ ଏବଂ ବୋମା ନିଷ୍କ୍ରିୟ କରିହେବ ସେନେଇ ମକଡ୍ରିଲ ରିହଲସଲ୍‌ କରାଯାଇଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories