www.samajalive.in
Sunday, December 7, 2025
26.1 C
Bhubaneswar

ମାରୁତି ସୁଜୁକି ନୂଆ ଏକ୍ସଏଲ୍‌୬ର ବଜାର ପ୍ରବେଶ

ଭୁବନେଶ୍ୱର : ମାରୁତି ସୁଜୁକି ପକ୍ଷରୁ ନୂଆ ଏକ୍ସଏଲ୍‌୬ର ବଜାର ପ୍ରବେଶ ହୋଇଯାଇଛି। ରାଜଧାନୀର ନେକ୍ସା ରାଜଭବନ ଏବଂ ନେକ୍ସା ଟ୍ବିନ୍‌ ସିଟିଠାରେ ଏହାର ବଜାର ପ୍ରବେଶ କରାଯାଇଛି। ନେକ୍ସା ରାଜଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶୋ ’ ରୁମ୍‌ର ସିଇଓ ପୁରୁ​ଷୋତ୍ତମ ବୁଦ୍ଧରାଜ ଉପସ୍ଥିତ ଥିଲେ। ସେହିଭଳି ନେକ୍ସା ଟ୍ବିନ୍‌ ସିଟିଠାରେ ଅନୁଷ୍ଠିତ ବଜାର ପ୍ରବେଶ ଅବସରରେ ଏମ୍‌ଡି ଅବିନାଶ ସିଂଘାଣିଆ, ଟିଏସ୍‌ଏମ୍‌ ଅନୁଭବ ଏବଂ ଶୋ’ ରୁମ୍‌ର ମ୍ୟାନେଜର ଅମିତ୍‌ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ମାରୁତିର ନେକ୍ସା ଡିଲରଶିପ୍‌ ଜରିଆରେ ବିକ୍ରି ହେବାକୁ ଥିବା ଏହି ନୂଆ ଏକ୍ସଏଲ୍‌୬ ବିଏସ୍‌ ଭିଆଇ କେ ୧୫ ପେ​‌ଟ୍ରୋଲ ଇଞ୍ଜିନ୍ ଦ୍ବାରା ପରିଚାଳିତ। ଏଥିରେ ପ୍ରୋଗ୍ରେସିଭ୍‌ ସ୍ମାର୍ଟ ହାଇବ୍ରିଡ୍‌ ଟେକ୍ନୋଲୋଜି ସଂଯୁକ୍ତ। ନିଜର ଗାଡିକୁ ଏକ ସ୍ପୋର୍ଟି ଲୁକ୍‌ ଦେବାକୁ ଚାହୁଁଥିବା ଗ୍ରାହକଙ୍କୁ ନୂଆ ଏକ୍ସଏଲ୍‌୬ ବେଶ ସୁହାଇବ। ଏହା ଚାଳକଙ୍କୁ ଅଧିକ କମ୍ଫର୍ଟ, ସ୍ପେଶ ଏବଂ ପରଫରମାନ୍ସ ଦେବ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories