www.samajalive.in
Monday, December 15, 2025
17.1 C
Bhubaneswar

ରାତି ୯ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ସମ୍ବଲପୁର ଜିଲା ବୁର୍ଲା ଭିଏସ୍ଏସୟୁଟିରେ ରାଗିଂ ଅଭିଯୋଗ, ୫୦ରୁ ଅଧିକ ନବାଗତଙ୍କୁ ସିନିଅର ଛାତ୍ରଙ୍କ ଖରାପ ବ୍ୟବହାର – ଘଟଣା ଉପରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ତଦନ୍ତ ନିର୍ଦ୍ଦେଶ
# ୩୬ ଲକ୍ଷ ୮୮ ହଜାର କାଳିଆ ହିତାଧିକାରୀଙ୍କ ମଧ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ
# ଜାମିନ ନାମଞ୍ଜୁର କଲେ କୋର୍ଟ, ଅଗଷ୍ଟ ୨୬ ଯାଏଁ ସିବିଆଇ ହେପାଜତକୁ ଗଲେ ଚିଦାମ୍ବରମ
# ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀକୁ ସେପ୍ଟେମ୍ବର ୧୯ ଯାଏଁ ନ୍ୟାୟିକ ହାଜତରେ ରଖିବାକୁ ଲଣ୍ଡନ କୋର୍ଟଙ୍କ ନିର୍ଦ୍ଦେଶ
# ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରସିଦଙ୍କ ଉପରେ ଲଣ୍ଡନରେ ଆକ୍ରମଣ, ଲୋକେ ମାଡ ମାରିବା ସହ ଅଣ୍ଡା ମାଡ଼ କଲେ

ଆଞ୍ଚଳିକ
# ସମ୍ବଲପୁର ଜିଲା ବୁର୍ଲା ଭିଏସ୍ଏସୟୁଟିରେ ରାଗିଂ ଅଭିଯୋଗ, ୫୦ରୁ ଅଧିକ ନବାଗତଙ୍କୁ ସିନିଅର ଛାତ୍ରଙ୍କ ଖରାପ ବ୍ୟବହାର – ଘଟଣା ଉପରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ତଦନ୍ତ ନିର୍ଦ୍ଦେଶ
# ୩୬ ଲକ୍ଷ ୮୮ ହଜାର କାଳିଆ ହିତାଧିକାରୀଙ୍କ ମଧ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ – କହିଲେ କୃଷି ମନ୍ତ୍ରୀ ଅରୁଣ ସାହୁ
# ରାଜ୍ୟରେ ଗୋଟିଏ କଲେଜରେ ଏକତ୍ର ଥିବା +୩ ଓ +୨ କଲେଜକୁ ଅଲଗା କରାଯିବାକୁ ନିଷ୍ପତ୍ତି
# ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଡକ୍ଟର କ୍ରିଷନ କୁମାର
# ଚଳିତ ବର୍ଷ ହେବନି କଲେଜ ଛାତ୍ର ସଂସଦ ନିର୍ବାଚନ, ମନୋନୀତ ହେବେ ପ୍ରତିନିଧି
# ବିଭାଗ ଏବଂ ନିର୍ଦ୍ଦେଶାଳୟକୁ ଏକାଠି କରାଯିବା ନିଷ୍ପତ୍ତିକୁ ଓଡ଼ିଶା ସଚିବାଳୟ ସେବା ସଂଘର ବିରୋଧ
# କଟକ ଜଗତପୁର ଅଞ୍ଚଳରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଓରଫ୍ ଅମିତ୍ ଆହତ
# ଡକାୟତି ଅଭିଯୋଗରେ ବାପାପୁଅଙ୍କୁ ଗିରଫ କଲା ନୟାଗଡ଼ ରଣପୁର ପୋଲିସ
# ୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମେଡ଼ିକାଲ ସିଡିଏମଓ
# ସରକାର ଲାଗୁ କରିବେ ‘ମୋ ସରକାର ଓ ନିର୍ମଳ’ ଯୋଜନା, ରୋଗୀଙ୍କୁ ଫୋନ କରି ମତ ନେବ ସ୍ୱାସ୍ଥ୍ୟ ବିଭାଗ
# ବଙ୍ଗୋପସାଗରରେ ଲଘୁଚାପ ବଳୟ, ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
# ଢେଙ୍କାନାଳରେ ସଂଘବଦ୍ଧ ଆକ୍ରମଣରେ ଆହତ ଯୁବକଙ୍କ ମୃତ୍ୟୁ, ୪ ଜଣ ଆକ୍ରମଣକାରୀ ଅଟକ

ଜାତୀୟ
# ଜାମିନ ନାମଞ୍ଜୁର କଲେ କୋର୍ଟ, ଅଗଷ୍ଟ ୨୬ ଯାଏଁ ସିବିଆଇ ହେପାଜତକୁ ଗଲେ ଚିଦାମ୍ବରମ
# ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀକୁ ସେପ୍ଟେମ୍ବର ୧୯ ଯାଏଁ ନ୍ୟାୟିକ ହାଜତରେ ରଖିବାକୁ ଲଣ୍ଡନ କୋର୍ଟଙ୍କ ନିର୍ଦ୍ଦେଶ
# ମୁମ୍ବାଇ ନାଲାସୋପାରାରେ ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ୧୧ଥର ଛୁରି ଭୁଷି ହତ୍ୟା କରିଥିବା ଅଭିଯୋଗ
# ସହମତିରେ ହୋଇଥିବା ସମ୍ପର୍କ ବଳାତ୍କାର ନୁହେଁ – ସୁପ୍ରିମକୋର୍ଟ
# ଜାମ୍ମୁ କାଶ୍ମୀରରେ ପରିସ୍ଥିତି ସ୍ବଭାବିକ – ’ଗାଁକୁ ଫେରିଚାଲ’ କାର୍ଯ୍ୟକ୍ରମ ପାଇଁ ୫ କୋଟି ଘୋଷଣା
# ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର ରୋକିବା ପାଇଁ ଜାମ୍ମୁ ରେଲ ଷ୍ଟେସନରେ ବନ୍ଦ ହେଲା ମାଗଣା ୱାଇ-ଫାଇ ସେବା
# ଲୋକସମ୍ପର୍କ ବୃଦ୍ଧି ପାଇଁ ଚା’ ପ୍ରସ୍ତୁତ କରି ପରସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ – କହିଲେ ଛୋଟ କାମରେ ମିଳେ ବଡ ଖୁସି
# ବିହାର ପୁଲିସର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ତୋପ ସଲାମି – ଗୋଟିଏ ବି ଗୁଳି ଫୁଟିଲାନି
# ଆଜି ଫ୍ରାନ୍ସ, ୟୁଏଇ, ବାହରିନ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ସେପ୍ଚେମ୍ବର ୨୦ରେ ଭାରତକୁ ମିଳିବ ରାଫେଲ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସଂହ ଏବଂ ଭାରତୀୟ ବାୟୁସେନା ମୁଖ୍ୟ ବିଏସ ଧନୋଆ ଯିବେ ଫ୍ରାନ୍ସ
# ଏପିଜେ ଅବଦୁଲ କଲାମ ସାମ୍ମାନରେ ସମ୍ମାନିତ ହେଲେ ଇସ୍ରୋ ଅଧ୍ୟକ୍ଷ କେ.ଶିବନ
# ଜମ୍ମୁ-କାଶ୍ମୀରରୁ ସୁରକ୍ଷାବଳ ହଟାଇବା ନେଇ କୌଣସୀ ଯୋଜନା ନାହିଁ – କହିଲେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି କିଷାନ ରେଡ୍ଡି
# ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଆଜୀବନ ଜେଲ ଭୋଗୁଥିବା ନଳିନୀଙ୍କ ପାରୋଲ ତିନି ସପ୍ତାହ ବୃଦ୍ଧି କଲେ ମାଦ୍ରାସ ହାଇକୋର୍ଟ

- Advertisement -

ଆନ୍ତର୍ଜାତିକ
# ଆଫ୍‌ଗାନିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିବାକୁ ଭାରତକୁ ଆହ୍ୱାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
# ପାକିସ୍ତାନ ରେଳ ମନ୍ତ୍ରୀ ଶେଖ ରସିଦଙ୍କ ଉପରେ ଲଣ୍ଡନରେ ଆକ୍ରମଣ, ଲୋକେ ମାଡ ମାରିବା ସହ ଅଣ୍ଡା ମାଡ଼ କଲେ
# ଆମାଜନ ଜଙ୍ଗଲରେ ନିଆଁ – ଜାନୁଆରୀରୁ ଅଗଷ୍ଟ ଭିତରେ ଲାଗିଲାଣି ୭୩ ହଜାର ଥର
# ଆସନ୍ତା ମାସରେ ଆମେରିକାରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ‘ହାଉଡି ମୋଦୀ!’ରେ ଅଂଶଗ୍ରହଣ କରିବା ପାଇଁ ପଞ୍ଜୀକରଣ କଲେଣି ୫୦ ହଜାର ଲୋକ
# ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା କଶ୍ମୀର ପ୍ରସଙ୍ଗରେ ପୁଣି ଥରେ ମଧ୍ୟସ୍ଥତା କରିବାକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories