www.samajalive.in
Monday, December 15, 2025
16.1 C
Bhubaneswar

ରମାଦେବୀକୁ ଅଲଗା ହେବ +୨ କଲେଜ  

 

ଭୁବନେଶ୍ୱର :  ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ +୨ ଜୁନିୟର କଲେଜକୁ ଅଲଗା କରାଯିବ । ସୋମବାର ରମାଦେବୀ ବିଶ୍ୱବିଦ୍ୟାଳୟ କୁଲପତି ପଦ୍ମଜା ମିଶ୍ର କହିଛନ୍ତି । ଏହି +୨ ଜୁନିୟର କଲେଜ ଯୁନିଟ ୯ ବାଳିକା ହାଇସ୍କୁଲ ପରିସରରେ ପ୍ରତିଷ୍ଠା ହେବ । ଏହା ପାଇଁ ଯୁନିଟ ୯ ବାଳିକା ହାଇସ୍କୁଲ ପରିସରରେ ୩ ଏକର ଜମି ଚିହ୍ନଟ ହୋଇସାରିଛି । ଏହାପାଇଁ  ଆହୁରି ୨, ୩ ବର୍ଷ ଲାଗିବ, ସର୍ଭେ କାମ ସବୁ ସରିଯାଇଛି  ବୋଲି ରମାଦେବୀ ବିଶ୍ୱବିଦ୍ୟାଲୟ କୁଳପତି କହିଛନ୍ତି  ।

- Advertisement -

ସୂଚନା ଯୋଗ୍ୟ ୨୦୧୫ରେ  ରମାଦେବୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଲିଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକ ଓ ସ୍ନାତକତ୍ତର ପାଠ୍ୟକ୍ରମ ପାଇଁ  ନିୟମ ଥିବାରୁ +୨ ଜୁନିୟର କଲେଜକୁ  ଅଲଗା କରାଯିବ ଲାଗି ବିଚାର ବିମର୍ଶ ଜାରି ରହିଥିଲା ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories