www.samajalive.in
Sunday, December 7, 2025
14.1 C
Bhubaneswar

ଏପରି କରନ୍ତୁ ଆଳୁର ବ୍ୟବହାର କେଶ ହେବ ଘନ ଓ ଲମ୍ବା

ନିୟମିତ ସଭିଁଙ୍କ ଘରେ ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ପରିବା ଅଟେ। ଆଳୁ ଖାଇବାକୁ ବହୁ ଲୋକେ ଖୁବ ପସନ୍ଦ କରିଥାଆନ୍ତି। ବହୁ ଲୋକଙ୍କୁ ହୁଏତ ଜଣାନଥିବ ଯେ ଆଳୁ ମୁହଁ ଓ କେଶ ପାଇଁ ଖୁବ ଉପକାରୀ ଅଟେ। ଏହା କେଶକୁ ଘନ ଓ ମୋଟା ମଧ୍ୟ କରିଥାଏ। ଆଳୁ ଚୋପା, ରସ କେଶ ପାଇଁ ଖୁବ ଲାଭଦାୟକ। କେଶ ଉପୁଡ଼ିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଜାଣନ୍ତୁ କେଶ ପାଇଁ ଆଳୁ କିପରି ଏକ ବରଦାନ….
ସପ୍ତାହକୁ ୨ ଥର କେଶରେ ଆଳୁର ରସ ଲଗାଇଲେ ଏହା କେଶକୁ ଘନ କରିଥାଏ।
କେଶ ମୂଳରେ ଆଳୁର ରସକୁ ଲଗାଇବା ଦ୍ୱାରା କେଶ ମୂଳକୁ ମଜଭୂତ କରିଥାଏ। ଫଳରେ କେଶ ଉପୁଡ଼ିବା ସମସ୍ୟା ଦୂର ହୋଇଥାଏ।
ଆଳୁର ରସକୁ ଲଗାଇବା ଦ୍ୱାରା କେଶ ଶୀଘ୍ର ଧଳା ହୋଇନଥାଏ।
ଆଳୁର ରସ ସହ ଲେମ୍ବୁର ରସ ମିଶାଇ ଲଗାଇବା ଦ୍ୱାରା କେଶର ରୁକ୍ଷାପଣ ଦୂର ହୋଇଥାଏ।
ଆଳୁ ରସ ସହ ଘିକୁଆଁରୀ ରସ ମିଶାଇ ଲଗାଇଲେ କେଶ ଶୀଘ୍ର ବଢିବା ସହ ଅଧିକ ଘନ ମଧ୍ୟ ହୋଇଥାଏ।
ଆଳୁ ରସକୁ ଲଗାଇବା ଦ୍ୱାରା କେଶରେ ରୂପି ସମସ୍ୟା ମଧ୍ୟ ଦୂର ହୋଇଥାଏ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories