ଜାଲିୱାନାବାଲ ବାଗ ଟ୍ରଷ୍ଟକୁ କଂଗ୍ରେସ ଅଧ୍ୟକ୍ଷଙ୍କ ସ୍ବତଃ ମନୋନୟନ ହଟାଇବାକୁ ବିଧେୟକ ଆଗତ
ନୂଆଦିଲ୍ଲୀ : ଜାଲିୱାନାବାଲା ବାଗ ଟ୍ରଷ୍ଟକୁ କଂଗ୍ରେସ ଅଧ୍ୟକ୍ଷଙ୍କୁ ସ୍ବତଃ ମନୋନୀତ କରାଯିବା ନେଇ ରହିଥିବା ପ୍ରବଧାନ ହଟାଇବା ଲାଗି ସଂସଦରେ ଏକ ବିଧେୟକ ଆଗତ ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏହାକୁ ଆଗତ କରିଛନ୍ତି। ବିଧେୟକଟି ୧୬ତମ ଲୋକସଭାେର ଗୃହୀତ ହୋଇଥିଲା; କିନ୍ତୁ ରାଜ୍ୟସଭାରେ ଏହା ମଞ୍ଜୁରୀ ଲାଭ କରିପାରି ନ ଥିଲା ବୋଲି ପଟେଲ ପ୍ରକାଶ କରିଛନ୍ତି।
Comments are closed.