ବ୍ରହ୍ମପୁର : ବ୍ରହ୍ମପୁର ରମ୍ଭା ଥାନା ବିରୁଳିଗଡ଼ ରାସ୍ତା ଉପରେ ରବିବାର ଜଣେ ଅଧ୍ୟାପକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତାଙ୍କ ମୁହଁ ଏବଂ ଦେହରେ କ୍ଷତଚିହ୍ନ ରହିଛି। ମୃତଦେହ ନିକଟରେ ବୁଲେଟ ମଧ୍ୟ ପଡ଼ିଥିବା ଦେଖାଯାଇଛି। ତେବେ ଏହା ହତ୍ୟା କି ଦୁର୍ଘଟଣାଜନିତ ମୃତ୍ୟୁ ସେ ବିଷୟରେ କିଛି ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
ରାସ୍ତାରେ ବୁଲେଟ ସହ ପଡ଼ିଛି ଅଧ୍ୟାପକଙ୍କ ମୃତଦେହ
Popular Categories



