Patra electronics

୨ ଭାଲୁଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ନିଶିନାହାଣ୍ଡି ଜଙ୍ଗଲରୁ ଗୁରୁବାର ଦୁଇ ଭାଲୁଙ୍କ ମୃତଦେହ ବନବିଭାଗ ଉଦ୍ଧାର କରିଛି। ବନବିଭାଗ  ପକ୍ଷରୁ ଦୁଇ ଭାଲୁଙ୍କ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଇଥିବା ସୂଚନା ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Comments are closed.